ସେପ୍ଟେମ୍ବର ୨୩ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ; ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ, ଅକ୍ଟୋବର ୧ରେ ଯାଞ୍ଚ, ୩ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର: ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା

Read more

କଟକ: ନରାଜ ଶ୍ରୀ ଶ୍ରୀ ୟୁନିଭରସିଟି କ୍ୟାମ୍ପସ ପରିସରରେ ୩ ଶହ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଏବଂ ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର

Read more

ନନ୍ଦନକାନନରେ ଥିବା ଆଉ ମାଈ ହାତୀ ଛୁଆ ‘ଗୌରୀ’ର ମୃତ୍ୟୁ: ରାତି ୯ଟା ୫୧ ମିନିଟ୍‌ ବେଳେ ହାତୀ ଛୁଆ ‘ଗୌରୀ’ର ମୃତ୍ୟୁ ସୂଚନା । ହରପିସ୍‌ ଭାଇରସରୁ ମୃତ୍ୟୁ ହୋଇଥିବା ସୂଚନା । ୨୦୧୨ରେ ଆଠଗଡ଼ ଫରେଷ୍ଟ ଡିଭିଜନରୁ ଉଦ୍ଧାର ହୋଇଥିଲା ଗୌରୀ । ଗୌରୀକୁ ମିଶାଇ ମୋଟ୍‌ ୪ ଜଣ ହାତୀ ଛୁଆଙ୍କ ମୃତ୍ୟୁ

Read more

ଆଜି ଓଡ଼ିଶା ଆସିବେ ଇସ୍ରୋ ଚେୟାରମ୍ୟାନ କେ.ଶିବନ, IITର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ କେ.ଶିବନ, ୩ ଜଣ ଶ୍ରେଷ୍ଠ ଛାତ୍ରଙ୍କୁ ମିଳିବ ସ୍ବର୍ଣ୍ଣ ପଦକ, ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ

Read more

ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳନ, ୧୦୦ କିମି ବେଳାଭୂମିର ସଫେଇ କରୁଛନ୍ତି ୧୦ ହଜାର ଲୋକ, ବାଲିରେ ହସ୍ତାକ୍ଷର କରି ସଫେଇ ଆରମ୍ଭ, ବିଶ୍ବ ରେକର୍ଡ ପାଇଁ ଲକ୍ଷ୍ୟ, ମୋ ବିଚ୍‌ ଅଭିଯାନ ପାଇଁ ବିଶାଳ ମାନବ ଶୃଙ୍ଖଳ, ବେଳାଭୂମିକୁ ପ୍ରଦୂଷଣ ମୁକ୍ତ କରିବାକୁ ବାର୍ତ୍ତା

Read more