ଆମେରିକାରେ ସଡ଼କ ଦୁର୍ଘଟନା ଯୋଗୁଁ ‘ଗିତମ୍‌’ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ଏବଂ ଟିଡିପି ନେତା ଏମ୍‌ଭିଭିଏସ୍‌ ମୂର୍ତ୍ତି ନିହତ

ବିଶାଖାପଟନମ୍‌: ପୂର୍ବତନ ସାଂସଦ ଏମ୍‌ଭିଭିଏସ୍‌ ମୂର୍ତ୍ତି ଏବଂ ଅନ୍ୟ ଦୁଇ ଜଣ ବିଶାଖାପଟନମ୍‌ବାସୀଙ୍କର ବୁଧବାର ଭୋର୍‌ ସାଢ଼େ ଚାରିଟା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଆଲସ୍କା ଠାରେ ସଡ଼କ

Read more

୫୫୦ କୋଟି ଟଙ୍କା ବାକି ପକାଇ ଥିବାରୁ ଅନୀଲ ଅମ୍ବାନୀଙ୍କୁ ଦେଶ ଛାଡ଼ି ଯିବାକୁ ଅନୁମତି ନ ଦେବାକୁ ଏରିକ୍‌ସନ୍‌ କଲା ସୁପ୍ରିମ୍‌ କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ୫୫୦ କୋଟି ଟଙ୍କା ବାକି ପକାଇ ଥିବାରୁ ଅନୀଲ ଅମ୍ବାନୀ ଏବଂ ତାଙ୍କ ଗ୍ରୁପ୍‌ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦେଶ ଛାଡ଼ି ଯିବାକୁ ଅନୁମତି

Read more

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାମ୍ପିଅନ୍‌ସ ଅଫ ଦ ଆର୍ଥ ସମ୍ମାନରେ ସମ୍ମାନିତ କଲା ମିଳିତ ଜାତିସଙ୍ଘ

ନୂୂଆଦିଲ୍ଲୀ: ଚାମ୍ପିଅନ୍‌ସ ଅଫ ଦ ଆର୍ଥ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଜି ଚାମ୍ପିଅନ୍‌ସ ଅଫ ଦ ଆର୍ଥ ସମ୍ମାନରେ ସମ୍ମାନିତ କରିଛି ମିଳିତ ଜାତିସଙ୍ଘ। ପଲିସି

Read more

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ପୁରୀ ସହର : ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ ହୋଇଥିବା ସୂଚନା

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବୁଧବାର ଅପରାହ୍ନରେ ଲୁଟ ହୋଇଥିବା ସୂଚନା ମିଳିଛି। ପୁଲିସର ବିଫଳତାର ସୁଯୋଗ ନେଇ ଲୋକମାନେ ନିଜର ବାହୁବଳ ପ୍ରଦର୍ଶନ ଦେଖାଇ

Read more

୧ ତାରିଖରେ ଶପଥ ଗ୍ରହଣ କରିଥିବା ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ନିଜର ଘର, ଗାଡ଼ି କିମ୍ବା କୌଣସି ଅଳଙ୍କାର ନାହିଁ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅବସର ପରେ ଅକ୍ଟୋବର ୧ ତାରିଖରେ ରଞ୍ଜନ ଗୋଗଇ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରିପୋର୍ଟରୁ

Read more

ଦୁଇଜଣ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ ଆର୍ନୋଲ୍ଡ ଓ ଜର୍ଜ ସ୍ମିଥ ଓ ବ୍ରିଟିଶ ଗବେଷକ ଗ୍ରିଗୋରୀ ଓ୍ଵିଣ୍ଟର ରସାୟନ ବିଜ୍ଞାନରେ ପାଇବେ ନୋବେଲ

ଷ୍ଟକହୋମ : ଦୁଇଜଣ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ ଆର୍ନୋଲ୍ଡ ଓ ଜର୍ଜ ସ୍ମିଥ ଓ ବ୍ରିଟିଶ ଗବେଷକ ଗ୍ରିଗୋରୀ ଓ୍ଵିଣ୍ଟର ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ଚଳିତ

Read more

ଇଣ୍ଡୋନେସିଆ ସୁନାମୀ ମୃତ୍ୟୁସଂଖ୍ୟା ୧୪୦୦ ଟପିଲା, ଉଦ୍ଧାରକାର୍ଯ୍ୟ ପାଇଁ ଭାରତ ଆରମ୍ଭ କଲା ସମୁଦ୍ର ମୈତ୍ରୀ ଅପରେସନ

ନୂଆଦିଲ୍ଲୀ : ସୁନାମୀ ପ୍ରପୀଡିତ ଇଣ୍ଡୋନେସିଆରେ ସହାୟତା ପାଇଁ ଭାରତ ଏକ ଉଦ୍ଧାରକାରୀ ଦଳ ପଠାଇଛି । ଏଥିଲାଗି ଅପରେସନ ସମୁଦ୍ର ମୈତ୍ରୀ ନାମରେ ଏକ ଅଭିଯାନ

Read more

ଗୁଜୁରାଟୀ ଭାଷାରେ ରଚିତ ହିନ୍ଦୁ ଭଜନ ‘ବୈଷ୍ଣବ ଜନ ତୋ’ ହେଉଛି ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଭଜନ : ୧୨୪ଟି ଦେଶର କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଭଲା

ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏହି ମହାନା ଆତ୍ମାଙ୍କୁ ୧୨୪ଟି ଦେଶରୁ ସମ୍ମାନ ମିଳିଛି। ‘ମହାତ୍ମା ଗାନ୍ଧୀ ଇଣ୍ଟର୍‌ନେସ୍‌ନାଲ୍‌ ସାନିଟେସନ୍‌

Read more

ବାଲଟିକ ସାଗରରେ ଜାହଜରେ ଲାଗିଲା ନିଆଁଁ, ଫଶି ରହିଛନ୍ତି ୩୭୨ ଯାତ୍ରୀ ଓ ୩୭ ଜଣ କର୍ମଚାରୀ

ମସ୍କୋ : ୟୁରୋପରେ ଥିବା ବାଲଟିକ ସାଗରରେ ଏକ ଯାତ୍ରୀବାହୀ ବୋଟରେ ଅଗ୍ନିକାଣ୍ଡ ହେବା ପରେ ସେଥିରେ ଯାତ୍ରା କରୁଥିବା ପ୍ରାୟ ୩୩୫ ଯାତ୍ରୀ ଓ ୩୭

Read more

ଆଜିଠାରୁ କପଡ଼ା ବ୍ୟାଗ୍ , ଠୁଙ୍ଗା : ୫୦ମାଇକ୍ରନରୁ ଅଧିକ ପଲିଥିନ୍ ହିଁ କିଛି ସ୍ଥାନରେ ବ୍ୟବହାର ହୋଇପାରିବ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ପୁରୀରେ ପ୍ଲାଷ୍ଟିକ ଓ ପଲିଥିନ୍ ନିଷେଧ ହୋଇଛି। ୫୦ମାଇକ୍ରନରୁ ଅଧିକ ପଲିଥିନ୍ ହିଁ କିଛି ସ୍ଥାନରେ

Read more
Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.