୧୬ ନଭେମ୍ବରରୁ +୨ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ପୂରଣ, ୧୬ରୁ ୨୬ ଯାଏ ନିଜ କଲେଜରେ କରିବେ ଫର୍ମ ପୂରଣ, ୨୭ରୁ ୩୦ ପର୍ଯ୍ୟନ୍ତ ୫୦ ଟଙ୍କା ଜୋରିମାନା ଦେଇ କରିହେବ ଫର୍ମ ପୂରଣ, ଡିସେମ୍ବର ୧ରୁ ୪ ଯାଏ ୩୫୦ ଟଙ୍କା ଦେଇ କରିହେବ ଫର୍ମ ପୂରଣ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ସୂଚନା

Read more

ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ ସହାୟତା କରିବାକୁ ଆସିଥିବା କୁମକୀ ହାତୀ ଯଶୋଦା ଗୁରୁବାର ଜଣେ ଯୁବକଙ୍କୁ ପାଦରେ ଦଳି ମାରି ଦେଇଛି। ପୁରୁଣାକୋର୍ଟ ରେଞ୍ଜ ଅଞ୍ଚଳରେ ଯଶୋଦାକୁ କଦଳୀ ଗଛ ଖାଇବାକୁ ଦେବା ସମୟରେ ସୁଦୁର ପ୍ରଧାନ ନାମକ ଜଣେ ଯୁବକଙ୍କୁ ଯଶୋଦା ଶୁଣ୍ଢରେ କଚାଡ଼ି ଦଳି ଦେଇଥିଲା

Read more

ଛତିଶଗଡ଼: ମୋଦିଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼ରେ ଫୁଟିଲା ଲ୍ୟାଣ୍ଡମାଇନ – ୪ ମୃତ

ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍ ୪ ଦିନ ପୂର୍ବରୁ ରକ୍ତମୁଖା ହୋଇଛନ୍ତି ନକ୍ସଲ। ଗୁରୁବାର ଦାନ୍ତେୱାଡ଼ା ଜିଲ୍ଲାର ବାଚେଲି ଥାନା ଅନ୍ତର୍ଗତ ଆକାଶ ନଗର ଅଞ୍ଚଳରେ ନକ୍ସଲମାନେ

Read more

ମାଲକାନଗିରି: କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ଭି଼ଡିଓ ଭାଇରାଲ

ମାଲକାନଗିରି: କାଲିମେଳା କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ଭି଼ଡିଓ ଭାଇରାଲ । ବାଁ ହାତରେ ଟଙ୍କା, ଡାହାଣ ହାତରେ ବିଲ । କ୍ୟାମେରାରେ କଏଦ ହେଲା କନିଷ୍ଠ

Read more

ବିଶ୍ୱକପ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ ହେଲେ ୨ ଓଡ଼ିଆ ଖେଳାଳି, ଦୁହେଁ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ, ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ବିଶ୍ୱକପ ହକିରେ ଏମାନେ ଖେଳିବେ

Read more

ବାଣ ଫୁଟା ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶର ଅବମାନନା, ରାଜଧାନୀରେ ସନ୍ଧ୍ୟା ୬ରୁ ବାଣ ଫୁଟା ଆରମ୍ଭ, ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦେଶ ଦେଇଥିଲେ କୋର୍ଟ, ବାଣ ଫୁଟି ୬ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Read more

ସୀତା ହ୍ୱାଇଟ୍‌ ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସମନ, ଡିସେମ୍ବର ୧୩ରେ ହାଜର ହେବା ପାଇଁ ପେଶାୱର ହାଇକୋର୍ଟଙ୍କ ସମନ, ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଇମ୍ରାନଙ୍କୁ ସମନ, ଆମେରିକୀୟ ନାଗରିକ ସୀତା ହ୍ୱାଇଟ୍‌ଙ୍କ ସହ ଥିଲା ଇମ୍ରାନଙ୍କ ସଂପର୍କ

Read more

ସେୟାର ବଜାରର ସ୍ୱତନ୍ତ୍ର ମୁହୂରତ କାରବାରରେ ବୃଦ୍ଧି, BSE ସୂଚକାଙ୍କ ୨୪୫ ପଏଣ୍ଟ ବଢ଼ି ୩୫,୨୩୭ରେ କାରବାର ଶେଷ, ନିଫ୍‌ଟି ସୂଚକାଙ୍କ ୬୮ ପଏଣ୍ଟ ବଢ଼ି ୧୦,୬୦୦ରେ କାରବାର ଶେଷ, ଦୀପାବଳିରୁ ସେୟାର ବଜାରର ନୂଆ ବର୍ଷ ଆରମ୍ଭ ହୋଇଥାଏ

Read more