କୋଣାର୍କ: ଅସ୍ତରଙ୍ଗର ନାନକେରା ଗାଁରୁ ଚିତ୍ରେଶ୍ୱରୀ ଗାଁକୁ ବାହା ହେବାକୁ ଯାଉଥିଲା ବରକୁ ଉଠାଇ ନେଲା ପୁଲିସ, ପୂର୍ବରୁ ଯୁବକଙ୍କର ପାଖ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା; ଯୁବତୀଙ୍କ ଅଭିଯୋଗ ଆଧାରରେ ବରବେଶୀ ଯୁବକଙ୍କୁ ଉଠାଇନେଲା ପୁଲିସ

Read more

ମାର୍ଚ ୩ରୁ ଆଉ ପାକିସ୍ତାନକୁ ଗଡ଼ିବନି ସମଝୌତା ଏକ୍ସପ୍ରେସ, ପରବର୍ତ୍ତୀ ନିର୍ଦେଶ ଯାଏ ଭାରତ ପଟୁ ସମଝୌତା ଏକ୍ସପ୍ରେସ ବାତିଲ , ଉତ୍ତର ରେଳବାଇର ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କ ସୂଚନା, ପୂର୍ବରୁ ପାକିସ୍ତାନ ନିଜ ଆଡୁ ସମଝୌତା ଏକ୍ସପ୍ରେସକୁ ବାତିଲ କରିଥିଲା

Read more

ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ତାଣ୍ଡବ ଜାରି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ କୂଆପଥର ବର୍ଷା ସହ ପବନ ବହିବ। ଏହାସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଆସନ୍ତାକାଲି ଠାରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି

Read more

ପୁରୀର ବାଲୁଖଣ୍ଡ ଓ ଉତ୍ତରା ଛକରେ CNG ଷ୍ଟେସନ ଉଦ୍‌ଘାଟିତ, ଭିଡିଓ କନଫରେନ୍ସିରେ ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ, 6 ମାସ ଭିତରେ ଗେଲ୍‌ ଗ୍ୟାସ ଲିମିଟେଡ ଦ୍ବାରା CNG ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି, 8 ବର୍ଷ ଭିତରେ 15ଟି CNG ଷ୍ଟେସନ ନିର୍ମାଣ ଲକ୍ଷ୍ୟ ରଖାଯାଇଛି

Read more

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ OUATର ଅତିରିକ୍ତ ଦାୟିତ୍ବ, OUAT କୁଳପତି ସୁରେନ୍ଦ୍ରନାଥ ପଶୁପାଳକଙ୍କୁ ଛୁଟିରେ ଯିବାକୁ କୁହାଯାଇଛି, ସୁରେନ୍ଦ୍ରଙ୍କ ନାଁରେ ଭିଜିଲାନ୍ସ ତଦନ୍ତ ଚାଲିଥିବାରୁ କୁଳାଧିପତିଙ୍କ ନିର୍ଦେଶ

Read more

ଭୁବନେଶ୍ବରରେ ସବ୍‌ସିଡି LPG ଦର ୨.୧୫ ଟଙ୍କା ବଢ଼ିଲା, ଅଣ ସବ୍‌ସିଡି LPG ଦର ସିଲିଣ୍ଡର ପିଛା ୪୪ ଟଙ୍କା ବଢ଼ିଲା, ଗ୍ରାହକ ପାଉଥିବା ସବ୍‌ସିଡି ପରିମାଣ ମଧ୍ୟ ୪୧.୮୫ ଟଙ୍କା ବଢ଼ିଲା, ମାର୍ଚ ପହିଲାରୁ ଲାଗୁ ହେବ ବର୍ଦ୍ଧିତ ଦର ଓ ସବ୍‌ସିଡି

Read more

ନୂଆଦିଲ୍ଲୀରେ ୩ ସେନା ବାହିନୀର ମିଳିତ ସାମ୍ବାଦିକ ସମ୍ମିଳନୀ, ପାକିସ୍ତାନୀ ମିଛର ପର୍ଦାଫାସ କଲେ ବାୟୁସେନା ଉପମୁଖ୍ୟ, ପାକିସ୍ତାନୀ ବିମାନ ବୋମାମାଡ଼ କରିଥିଲେ ବି ବିଶେଷ କ୍ଷତି ହୋଇନାହିଁ, ଭାରତୀୟ ବାୟୁସେନାର ତ୍ବରିତ କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ପରାସ୍ତ କରିଛି , ରାଜୌରୀରୁ ପାକିସ୍ତାନୀ F-16 ବିମାନର ଭଗ୍ନାଂଶ ମିଳିଛି, ପାକିସ୍ତାନ ବାରମ୍ବାର ମିଛ ତଥ୍ୟ ଦେଇଛି ପାକିସ୍ତାନ, ୨ ଦିନରେ ୩୫ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

Read more

ବିଜେପି ଛାଡିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଆସନ୍ତା କାଲି ବିଜେଡିରେ ଯୋଗଦେବେ

ମାଲକାନଗିରି : ମାଲକାନଗିରି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମୁକୁନ୍ଦ ସୋଡିଙ୍କ ଘର ବାହୁଡା ହୋଇଛିା ଗୁରୁବାର ସେ ବିଜେପି ପଦରୁ ଇସ୍ତଫା ଦେଇଥିବା

Read more