ଭାରତ କେ ମନ୍‌ କି ବାତ୍‌ ମୋଦି କେ ସାଥ କାର୍ଯ୍ୟକ୍ରମ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦ୍‌ବୋଧନ, ଚଳିତ ବର୍ଷ ଶେଷ ସୁଦ୍ଧା ୮ କୋଟି ଗ୍ୟାସ୍‌ ସଂଯୋଗ ଦେବା ଲକ୍ଷ୍ୟ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୩୪ କୋଟି ଲୋକ ଖାତା ଖୋଲିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଏକ୍ସପ୍ରେସ୍‌ ହାଇୱେ ନିର୍ମାଣ ଚାଲିଛି

Read more

ଢେଙ୍କାନାଳରେ ୩ଟି NHର ଭୂମିପୂଜନ କଲେ ନୀତିନ ଗଡ଼କରୀ, ତାଳଚେର-କାମାଖ୍ୟାନଗର ଅଂଶର ୪ ଲେନ୍‌ କାର୍ଯ୍ୟର ଶୁଭାରମ୍ଭ, କାମାଖ୍ୟାନଗର-ଡୁବୁରୀ ଅଂଶର ୪ ଲେନ୍‌ କାର୍ଯ୍ୟର ଶୁଭାରମ୍ଭ, ଡୁବୁରୀ-ଚଣ୍ଡୀଖୋଲ ଅଂଶର ୪ ଲେନ୍‌ କାର୍ଯ୍ୟର ଶୁଭାରମ୍ଭ, ମୋଟ୍‌ ୧୩୨ କିମିର ୨୩୪୫ କୋଟି ଖର୍ଚ୍ଚ ହେବ

Read more

ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ତୈଳ ବିଶୋଧନାଗାର ପ୍ରକଳ୍ପର ପଲି ପ୍ରପୋଲିନ ପ୍ଲାଣ୍ଟ ଉଦ୍‌ଘାଟିତ, ପାରାଦୀପ ବନ୍ଦର ବହୁମୁଖୀ ବର୍ଥର ଉଦଘାଟିତ, ମନୋଇଥାଇଲିନ୍‌ ଗ୍ଲାଇକୋଲ କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ, ପାରାଦୀପ ବନ୍ଦରରେ 3ଟି ବର୍ଥର ଯାନ୍ତ୍ରିକୀକରଣ

Read more

ପାରାଦୀପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାମୋଦରଙ୍କ ପ୍ରଶଂସା, ଧର୍ମେନ୍ଦ୍ରଙ୍କୁ ମାଟିର ସନ୍ତାନ କହିଲେ ଦାମୋଦର, ପାରାଦୀପ ବନ୍ଦର ପାଇଁ ବିଜୁବାବୁଙ୍କ ଅବଦାନ ଅତୁଳନୀୟ, ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ମିଳିନାହିଁ: ଦାମୋଦର

Read more