ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ଠିକ୍‌ ସେହପରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଓଡ଼ିଶା ଗସ୍ତରେ

Read more

ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ନେଇ ଚାଲେଞ୍ଜ କଲେ ବିଜେପି ସାଂସଦ ପ୍ରାର୍ଥୀ ନୀତେଶ ଗଙ୍ଗଦେବ; ନଳିନୀ ଅଫିସ୍ ଅଫ୍ ପ୍ରଫିଟ୍‌ରେ ଥିବା ଅଭିଯୋଗ କଲେ ନୀତେଶ, ତାଙ୍କ ଅଭିଯୋଗ ପରେ ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚିଲା

Read more

ସୋନପୁର ଖାଡ଼ି ନିକଟରେ କାର୍‌-ହାଇୱା ଧକ୍କା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା ମୃତ, କାର୍‌ରେ ଥିବା ଅନ୍ୟ ଜଣେ ସହଯୋଗୀ ମଧ୍ୟ ମୃତ, ୩ ଗୁରୁତର ସୋନପୁର ଡାକ୍ତରଖାନାରେ ଭର୍ତ୍ତି

Read more

ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ EDର ବଡ଼ ଖୁଲାସା, AP ଓ FAMର ଗୁମର ଖୋଲିଲା ED, ମଧ୍ୟସ୍ଥ ଖ୍ରୀଷ୍ଟିଆନ ମିସେଲ ଏହା କହିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ, ତତ୍‌କାଳୀନ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ ହୋଇଥିବା ଉଲ୍ଲେଖ ,କିଛି ବାୟୁସେନା ଅଧିକାରୀ ଓ ରାଜନୈତିକ ବ୍ୟକ୍ତିଙ୍କୁ ୩୦ ମିଲିୟନ ୟୁରୋ ଲାଞ୍ଚ ଦିଆଯାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ, ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲାରେ ଅଭିଯୁକ୍ତ ମିସେଲ

Read more

କାଲିମେଳାରେ ବି ଆକ୍ରାମକ ମୁଡ଼ରେ ନଜର ଆସିଲେ ନବୀନ ! ଲାଲଗଡ଼ରୁ କେନ୍ଦ୍ର ଉପରେ ବର୍ଷିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଲାଲଗଡ଼ରେ ପୁଣି ଆକ୍ରାମକ ମୁଡ଼ରେ ନଜର ଆସିଲେ ବିଜେଡ଼ି ସୁପ୍ରିମୋ । କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଲେ ବିଜେଡ଼ି ସୁପ୍ରିମୋ । କାଲିମେଳାର ସାଧାରଣ ସଭାରେ କେନ୍ଦ୍ର

Read more

କଟକ ଚୌଦ୍ଵାର ଥାନା ବାଣିପଦା ଗାଁରେ ଗୋଷ୍ଠୀସଂଘର୍ଷ, ଦୁର୍ବୃତ୍ତଙ୍କ ମାଡ଼ରେ ଚୌଦ୍ଵାର ଥାନା ଅଧିକାରୀଙ୍କ ମୁଣ୍ଡ ଫାଟିଲା, ଘଟଣାସ୍ଥଳରେ ଉତ୍ତେଜନା, ୨ ପ୍ଲାଟୁନ ପୋଲିସ ମୁତୟନ, ୨୫ ଜଣଙ୍କ ନାଁରେ ମାମଲା ରୁଜୁ, ୪୦ ଜଣ ଅଟକ

Read more

ବଂଶଧାରା ନଦୀ ଜଳ ବିବାଦ ମାମଲା, ଟ୍ରିବ୍ୟୁନାଲ୍‌ରେ ୩ ଦିନିଆ ଶୁଣାଣି ଶେଷ, ନେରେଡି ପ୍ରକଳ୍ପ ଦ୍ବାରା ପ୍ରଭାବିତ ଅଞ୍ଚଳର ହେବ ସର୍ଭେ, ମିଳିତ ଭାବେ ସର୍ଭେ କରିବାକୁ ଓଡ଼ିଶା ଓ ଆନ୍ଧ୍ରର ସହମତି, ଉଭୟ ପକ୍ଷର ବୈଷୟିକ ଟିମ୍‌ ଓ CWC ପ୍ରତିନିଧି ସର୍ଭେ କରିବେ, ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି

Read more