ଏପ୍ରିଲ ୨୬ରେ ନାମାଙ୍କନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶର ବାରାଣସୀରେ ବିରାଟ ଶୋଭାଯାତ୍ରାର ଆୟୋଜନ, ଯୋଗଦେବେ ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ୨୫ରେ ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିବା

Read more

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ, ଭଣ୍ଡାରିପୋଖରୀ- ନିରଞ୍ଜନ ପଟ୍ଟନାୟକ, ଭଦ୍ରକ- ନଳିନୀକାନ୍ତ ମହାନ୍ତି, ବଡ଼ଚଣା- ସୀତାକାନ୍ତ ମହାପାତ୍ର, ଧର୍ମଶାଳା- କିଷାନ ପଣ୍ଡା, ସାଲେପୁର- ରବୀନ୍ଦ୍ରନାଥ କର, ମହାକାଳପଡ଼ା- ବିଭ୍ରାଂଶୁ ଶେଖର ଲେଙ୍କା, ତିର୍ତ୍ତୋଲ- ଦେବୀପ୍ରସାଦ ମଲ୍ଲିକ, ନିମାପଡ଼ା- ସତ୍ୟବ୍ରତ ପାତ୍ର, ବାଲିକୁଦା-ଏରସମା- ଲଲାଟେନ୍ଦୁ ମହାପାତ୍ର

Read more

ଶେଷରେ ବିଜେଡି ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଠାରୁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଏହା ସହିତ ଉପ-ବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଟିକେଟ୍ କଟିଯାଇଛି। ସେ ଗତଥର ଏଠାରୁ ଦଳୀୟ ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଜିର ଏହି ଘୋଷଣା ସହିତ ବିଜେଡି ମୋଟ ୧୪୭ଟି ବିଧାନସଭା ଆସନରୁ ୧୪୬ଟିରେ ପ୍ରାର୍ଥୀ ଦେଇସାରିଛି। ଦଳ ଏଯାଏ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇ ନାହିଁ।

Read more

ବ୍ରଜରାଜନଗରରେ ବେଆଇନ ପୋଷ୍ଟର: ବ୍ରାହ୍ମଣକୁ ଭିକ୍ଷା ଦିଅ, ଭୋଟ ନୁହେଁ

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଗାନ୍ଧୀ ଛକ ସମତେ ବିଭିନ୍ନ ସ୍ଥାନରେ ବ୍ୟାପକ ବେଆଇନ ପୋଷ୍ଟର ଲାଗିଥିବା ଦେଖା ଯାଇଛି। ଏହି ପୋଷ୍ଟରରେ ‘ବ୍ରାହ୍ମଣକୁ ଭିକ୍ଷା ଦିଅ,

Read more