ପୁରୀ ଶ୍ରୀମନ୍ଦିର ନୀଳଚକ୍ର ସୁରକ୍ଷିତ ଥିବା କହିଲା ପ୍ରତ୍ନତତ୍ତ୍ୱ ବିଭାଗ: ASI ସୁପରିଣ୍ଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ କହିଲେ- ବାତ୍ୟା ପରେ ନୀଳଚକ୍ରର ସ୍ଥିତି ନେଇ ୨ ଜଣ ବିଶେଷଜ୍ଞ ଅନୁଧ୍ୟାନ କରିଛନ୍ତି; ନୀଳଚକ୍ରର କୌଣସି କ୍ଷତି ହୋଇନାହିଁ, ତେବେ ପ୍ରବଳ ପବନ ଯୋଗୁ ଏହା ତଳେ ଥିବା ସିମେଣ୍ଟ ଆସ୍ତରଣ ଛାଡ଼ିଛିu

Read more

୪ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଜଳିବ ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗିର, ଟିଟିଲାଗଡ଼, ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଅଧିକ ରହିବ ତାପମାତ୍ରା, ୪୨ ଡିଗ୍ରୀ ଟପିବ ରାଜଧାନୀର ତାପମାତ୍ରା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

Read more

ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଲୁଟେରା, ଆଜି ରାଜଧାନୀର ୨ଟି ସ୍ଥାନରେ ହୋଇଛି ଲୁଟ୍‌, ଖଣ୍ଡଗିରି ଛକରେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌, ପୁରୀ ବାଇପାସ୍‌ରେ ୪ ଜଣଙ୍କୁ ଭୁଜାଲି ଦେଖାଇ ଲୁଟ୍‌, କାଲି ରସୁଲଗଡ଼ ଓ ନୟାପଲ୍ଲୀ ଅଞ୍ଚଳରେ ହୋଇଥିଲା ଲୁଟ୍‌

Read more

ଅପରାହ୍‌ଣ ୫ଟା ୩୦ ସୁଦ୍ଧା ୯ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା, ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା , ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ, ମାଲକାନଗିରି କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ବଜ୍ରପାତ ଆଶଙ୍କା

Read more

ଦୂତୀଙ୍କୁ ନେଇ ବଡ଼ ଖୁଲାସା, ଦୂତୀଙ୍କ ଲଭ୍‌ ଷ୍ଟୋରି, ପ୍ରେମ କରୁଥିବା ଜଣେ ଝିଅଙ୍କୁ ବିବାହ କରିବେ ଦୂତୀ ଚାନ୍ଦ , ଆଥଲେଟ୍‌ ଦୂତୀ ଚାନ୍ଦଙ୍କ ପ୍ରତିକ୍ରିୟା, ପ୍ରେମ କେତେବେଳେ ହୁଏ ଜଣା ପଡ଼େନି, ୪ ବର୍ଷର ସମ୍ପର୍କ ଥିବା ଜଣେ ଝିଅଙ୍କୁ ମୁଁ ବିବାହ କରିବି, ‘ମୋ ପ୍ରେମ ସମ୍ପର୍କ, ମୋର କ୍ୟାରିୟର ଉପରେ ପ୍ରଭାବ ପକାଇବ ନାହିଁ’ ନୂଆ ପଦକ୍ଷେପ ନେଲେ ବିରୋଧ ଆସେ, ପରିବାର ଲୋକେ ଗ୍ରହଣ କଲେ ମୁଁ ଖୁସି ହେବି,

Read more

ଆଜି ରାଜ୍ୟରେ ୩୪ଟି ବୁଥ୍‌ରେ ସାନି ମତଦାନ, ଯାଜପୁରରେ ସର୍ବାଧିକ ୯ଟି ବୁଥ୍‌ରେ ସାନି ମତଦାନ, କଟକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର ୫ଟି ଲେଖାଏଁ ବୁଥ୍‌ରେ ସାନି ଭୋଟ, ପୁରୀର ୩ଟି ଓ ବାଲେଶ୍ବରର ୨ଟି ବୁଥ୍‌ରେ ସାନି ଭୋଟ୍‌ , ଜଗତସିଂହପୁର, ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ବର ଓ ଢେଙ୍କାନାଳର ଗୋଟିଏ ଲେଖାଏଁ ବୁଥ୍‌ରେ ସାନି ଭୋଟ, ସମ୍ବଲପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ହେବ ମତଦାନ, ଅନ୍ୟ ସବୁ ବୁଥ୍‌ରେ ସକାଳ ୭ଟାରୁ ୬ଟା ଯାଏ ହେବ ମତଦାନ

Read more