ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଜାରି ଥିବା ଗ୍ରୀଷ୍ମ ପ୍ରବାହ ଆଜି ବି ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି

Read more

ଏଣିକି ବ୍ୟାଙ୍କ୍‌ମାନେ ଗ୍ରାହକମାନଙ୍କର କେଓ୍ଵାଇସି ଯାଞ୍ଚ ବେଳେ ଆଧାର ନମ୍ବରକୁ ପ୍ରମାଣ ଭାବେ ଗ୍ରହଣ କରିପାରିବେ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଆଜି (ଗୁରୁବାର) ନିଜର ପୂର୍ବରୁ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ ସଂଶୋଧନ ଆଣଛନ୍ତି। ଆରବିଆଇ ପକ୍ଷରୁ ଆଜି ଜାରି କରା

Read more

୭୫ ଲକ୍ଷ କୃଷକ ପରିବାରକୁ ମିଳିବ କାଳିଆ ଟଙ୍କା: ନବୀନ

ଭୁବନେଶ୍ୱର: ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକ ବୁଧବାର ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ନବୀନ

Read more

ମୁନିଗୁଡ଼ା: ଶିକ୍ଷକଙ୍କୁ ମାରି ବ୍ରିଜ୍ ତଳେ ଫୋପାଡ଼ିବା ଘଟଣାର ପର୍ଦ୍ଦାଫାସ୍; ମୃତ ଶିକ୍ଷକଙ୍କ ସ୍ତ୍ରୀ, ତାଙ୍କ ପ୍ରେମିକଙ୍କ ସମେତ ୩ ଅଭିଯୁକ୍ତ ଗିରଫ; ପରକୀୟା ପ୍ରୀତି ଧରା ପଡ଼ିବାରୁ ସ୍ତ୍ରୀ ହିଂସ୍ର ହୋଇ ହତ୍ୟା ଯୋଜନା କରିଥିଲା

Read more

ଦୌଡ଼ରାଣୀ ଦୂତି ଚାନ୍ଦ ପ୍ରଥମ ଓଡିଆ ମହିଳା ଭାବେ କପିଲ ଶର୍ମା ସୋ’ରେ ଯୋଗ ଦେଲେ

ମୁମ୍ବାଇ : ବହୁ ଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଯୋଗ ଦେଇଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ତଥା ମହିଳା

Read more