ଅନନ୍ତନାଗ ବସଷ୍ଟାଣ୍ଡ ନିକଟରେ ପେଟ୍ରୋଲିଂ କରୁଥିବା ସିଆରପିଏଫର ୧୧୬ ବାଟାଲିୟନ ଉପରକୁ ଆତଙ୍କବାଦୀମାନଙ୍କ ଆକ୍ରମଣ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ୩ ଜଣ ଯବାନ ଆହତ

Read more

ଧୂଳିଝଡ଼ ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନଗୁଡ଼ିକର ଉଡାଣ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଦେଶର ପଶ୍ଚିମଭାଗରେ ଏବେ ସମ୍ଭାବ୍ୟ ବାତ୍ୟା ବାୟୁ ଯୋଗୁଁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଓଡ଼ିଶା ଓ ସମଗ୍ର ଉତ୍ତରଭାରତରେ ପ୍ରବଳ ଗ୍ରୀଷ୍ଣପ୍ରବାହ ଲାଗି ରହିଛି

Read more

ଜୁଲାଇ ୭ରେ ରିପୋର୍ଟ ଦେବା ଲାଗି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପୁରୁଣା ଚିନ୍ତିତ ନୁହନ୍ତି, ନୂଆ ଅଧିକ ତତ୍ପର

ଭୁବନେଶ୍ୱର: ପଞ୍ଚମ ଥର ପାଇଁ କ୍ଷମତା ଗାଦିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ଉପରେ ଗୁରୁତ୍ୱ ଆରୋପ

Read more

ଜାମ୍ମୁ ଓ କାଶ୍ମୀରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନର ଅବଧି, ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି, J&Kରେ ୩ ଜୁଲାଇରୁ ଆଉ ୬ ମାସ ଚାଲିବ ରାଷ୍ଟ୍ରପତି ଶାସନ

Read more

ରାତି ୯ଟା ୩୦ ସୁଦ୍ଧା ରାଜ୍ୟର ୧୪ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ଆଶଙ୍କା, ୧୪ ଜିଲ୍ଲା-ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, କନ୍ଧମାଳ, ଗଜପତି, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ଅନୁଗୁଳ, ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ଝାରସୁଗୁଡ଼ାରେ ବି ହୋଇପାରେ ବଜ୍ରପାତ

Read more

ଭଦ୍ରକ ଧାମରା ଅବ୍‌ଦୁଲ କଲାମ ଦ୍ବୀପରୁ HSTD (ହାଇପରସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେଟିଭ ଭେଇକିଲ୍‌)ର ପରୀକ୍ଷଣ, ୪ ନମ୍ବର ଲଞ୍ଚ ପ୍ୟାଡରୁ HSTDର ଉତ୍‌କ୍ଷେପଣ ସଫଳ, ୨୦୧୭ରେ ୨ଥର HSTDର ସଫଳ ପରୀକ୍ଷଣ କରାଯାଇଥିଲା, ୨୦ ସେକେଣ୍ଡ ମଧ୍ୟରେ ୩୨.୫ କିମି ଉଚ୍ଚ ଯାଏ ଯାଇପାରିବ HSTD, ୭,୯୬୨ କିମି ବେଗରେ ଗତି କରିପାରେ HSTD

Read more

ପୌରାଞ୍ଚଳର ପ୍ରତ୍ୟେକ ଘରକୁ ଯୋଗାଯିବ ଡଷ୍ଟବିନ୍‌, ସବୁ ଘରୁ ଡଷ୍ଟବିନ୍‌ ଉଠାଇବେ ସଫେଇ କର୍ମଚାରୀ, ପ୍ରଥମେ କଟକ ସହରରେ ଲାଗୁ କରାଯିବ ବ୍ୟବସ୍ଥା, ପର୍ଯ୍ୟାୟକ୍ରମେ ଅନ୍ୟ ପୌରାଞ୍ଚଳରେ ଲାଗୁ କରାଯିବ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Read more

ଭୁବନେଶ୍ବର ଚନ୍ଦକା SOG କ୍ୟାମ୍ପସ୍‌ରେ ପ୍ରବଳ ଖରାରେ ତାଲିମ ଚଳାଇବା ନେଇ ଉତ୍ତେଜନା , SOG କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ, ଚନ୍ଦକା ଥାନାରେ ଜଣେ ସବ୍‌ଇନ୍‌ସ୍ପେକ୍ଟରଙ୍କ ଏତଲା, ତଦନ୍ତ ଜାରି, ତାଲିମ ବେଳେ ୫ରୁ ଅଧିକ SOG ଯବାନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Read more

ଆଜି ପାଇଁ ଭୁବନେଶ୍ବର ସମେତ ୧୨ଟି ସହରକୁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି, ଜୁନ୍‌ ୧୪ରେ ୮ଟି ସହର ପାଇଁ ଗ୍ରୀଷ୍ମପ୍ରବାହ ସତର୍କତା ଜାରି, ୧୧ ସହର-ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବରଗଡ଼, ଢେଙ୍କାନାଳ, ଦେବଗଡ଼, ନୂଆପଡ଼ା, ସୋନପୁର, ବୌଦ୍ଧ ଓ ଟିଟିଲାଗଡ଼

Read more