ରାଜ୍ୟର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ , ୪୩ ଡିଗ୍ରୀ ସହ ସୁନ୍ଦରଗଡ଼ ଓ ଟିଟିଲାଗଡ଼ ଆଜିର ଉତ୍ତପ୍ତ ସହର, ତାଳଚେର ଓ ମାଲକାନଗିରି ୪୧.୮, ବଲାଙ୍ଗିର ୪୦.୫ ଡିଗ୍ରୀ, ସୋନପୁର ୪୦.୨ ଓ ଝାରସୁଗୁଡ଼ା ୪୦ ଡିଗ୍ରୀ ସେଲ୍‌ସିୟସ

Read more

ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କ ବିୟୋଗରେ ଶୋକ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ-୩୨ରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବାଲିଆପାଲି ଅଞ୍ଚଳର ଫ୍ଲାଇଟ୍‌ ଲେଫ୍‌ଟନାଣ୍ଟ୍‌ ସୁନୀତ ମହାନ୍ତିଙ୍କ ପାଇଁ କେନ୍ଦ୍ର ପେଟ୍ରୋଲିୟମ

Read more

ଭୁବନେଶ୍ୱର: ଗୁରୁଦ୍ୱାରରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଗୁରୁଦ୍ୱାରରୁ ଗୁରୁବାର ଜଣେ ଯୁବକଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଅଳ୍ପ

Read more

ମାଲକାନଗିରି: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ଟି ଗାଈ ମୃତ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ. ଭି-127 ଗ୍ରାମର କେନାଲ ନିକଟରେ ୫ଟି ଗାଈର ମୃତ ଦେହ ଦେଖିବାକୁ ମିଳିଛି।ଗତ ଦିନରେ ଏହିପରି ଘଟଣା ଆଖି

Read more

ଅନୁଗୁଳ: ସମଲ ବ୍ୟାରେଜକୁ ଗାଧୋଇବାକୁ ଯାଇ ୨ ମୃତ

ଅନୁଗୁଳ: ତାଳଚେର ନିକଟସ୍ଥ ସମଲ ବ୍ୟାରେଜକୁ ଗାଧୋଇବାକୁ ଯାଇ ଗୁରୁବାର ୨ ଜଣ ଯୁବକ ଜୀବନ ହରାଇଛନ୍ତି। ସୂଚନା ଅନୁସାରେ ବିନୋଦ ନାଏକଙ୍କ ପୁଅ ବିଶ୍ୱରଂଜନ ନାଏକ

Read more

ମି ଠୁ’ ମାମଲାରେ ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କୁ ଆଶ୍ବସ୍ତି, ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଅଭିଯୋଗର ପ୍ରମାଣ ପାଇଲାନି ମୁମ୍ବାଇ ପୋଲିସ, ଅନ୍ଧେରୀ କୋର୍ଟରେ ପ୍ରମାଣ ନମିଳିବା ନେଇ ରିପୋର୍ଟ ଦେଲା ପୋଲିସ

Read more

ବଲାଙ୍ଗିରରେ ପାଟଣାଗଡ଼ ବିଧାୟକଙ୍କ ଦବଙ୍ଗଗିରି ମାମଲା, ଜିଲ୍ଲା ଦୌରାଜଜ୍‌ କୋର୍ଟଙ୍କ ଦ୍ବାରସ୍ଥ ହେଲେ ମାନବାଧିକାର କର୍ମୀ, ପ୍ରଶାସନର ନିଷ୍କ୍ରିୟତା ପ୍ରତିବାଦରେ କୋର୍ଟରେ ମାମଲା ରୁଜୁ, ପୀଡ଼ିତ ଜେଇଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆବେଦନ, ପାଟଣାଗଡ଼ ବିଧାୟକ, ଜିଲ୍ଲାପାଳ, ଏସ୍‌ପି ମାମଲାରେ ପକ୍ଷଭୁକ୍ତ

Read more

ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ଖୋଲି ଠକୁଥିବା ନାବାଳକ ଗିରଫ, ନାବାଳକ ସମ୍ବଲପୁର ସହରର ଅଷ୍ଟମ ଶ୍ରେଣୀ ଛାତ୍ର ହୋଇଥିବା ସୂଚନା, ଜିଲ୍ଲାପାଳ, ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଖୋଲିଥିଲା ନକଲି ଆକାଉଣ୍ଟ, ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କୁ ଠକୁଥିଲା ନାବାଳକ

Read more