ଢେଙ୍କାନାଳରେ ଛାତିଯୋଡ଼ା ଶିଶୁକନ୍ୟା ଜନ୍ମ ଘଟଣା: ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀଙ୍କ ସୂଚନା, ଶିଶୁକନ୍ୟାଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ରହିଛି , ଢେଙ୍କାନାଳରେ ଛାତିଯୋଡ଼ା ଶିଶୁକନ୍ୟା ଜନ୍ମ ଘଟଣା: ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀଙ୍କ ସୂଚନା-ଶିଶୁକନ୍ୟାଙ୍କୁ ଖାଦ୍ୟ ଦେବାର ଚେଷ୍ଟା ଅସଫଳ ହୋଇଛି, ବାକି ରହିଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି, ଶିଶୁକନ୍ୟାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ ଅସମ୍ଭବ

Read more

ଗୁଜରାଟ ରାଜ୍ୟସଭା ନିର୍ବାଚନ:୨ଟି ଯାକ ଆସନରେ BJP ପ୍ରାର୍ଥୀ ବିଜୟୀ: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଯୁଗଳଜୀ ଠାକୁର ବିଜୟୀ, ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲେ କଂଗ୍ରେସର ୨ ବିଦ୍ରୋହୀ ବିଧାୟକ, ୨ ବିଧାୟକ ଅଳ୍ପେଶ ଠାକୁର ଓ ଧବଳସିଂହ ଜାଲାଙ୍କ କଂଗ୍ରେସରୁ ଇସ୍ତଫା

Read more

କବି ଅମ୍ବିକା ସ୍ବାଇଁଙ୍କ ଜୀବନବାଦୀ କବିତା ପୁସ୍ତକ ‘ଅପରାହ୍ନର ସୂର୍ଯ୍ୟ’ ଉନ୍ମୋଚିତ

ଭୁବନେଶ୍ବର : ଆଜି ଏକ ବର୍ଷା ମୁଖର ସନ୍ଧ୍ୟାରେ କବି ଅମ୍ବିକା ସ୍ବାଇଁଙ୍କ ଦ୍ବିତୀୟ କବିତା ସଙ୍କଳନ ‘ଅପରାହ୍ନର ସୂର୍ଯ୍ୟ’ ରେଡ୍‌କ୍ରସ୍‌ ଭବନ ଠାରେ ଉନ୍ମୋଚିତ ହୋଇଯାଇଛି|

Read more