ଦେଶରେ ଗଠନ ହେବ ଜାତୀୟ ମେଡିକାଲ କମିସନ, ବିଭିନ୍ନ ମେଡିକାଲ ପ୍ରବେଶିକା ପରୀକ୍ଷା ବଦଳରେ ଏଣିକି ହେବ ନିଟ୍‌, ଜାତୀୟ ମେଡିକାଲ କମିସନ ଜରିଆରେ ସମସ୍ତଙ୍କ ପାଇଁ ହେବ NEET, MBBS ଶେଷ ପରୀକ୍ଷାରେ ପାସ୍‌ କଲେ ଡାକ୍ତରୀ ପ୍ରାକ୍ଟିସ୍‌ କରିହେବ, ଘରୋଇ ମେଡିକାଲ କଲେଜର ଫି’ ଉପରେ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା, କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ନେଇ ପ୍ରକାଶ ଜାଭଡ଼େକରଙ୍କ ସୂଚନା

Read more

‘ବାହୁବଳୀ-୨’ ପରେ ’ସାହୋ’ରେ ନିଜର କମାଲ୍‌ ଦେଖାଇବେ ପ୍ରଭାସ

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ ହୋଇଛି।

Read more

ସାଇବର ଅପରାଧକୁ ନେଇ କ୍ରାଇମ୍‌ ବ୍ରାଞ୍ଚର ନୂଆ ଆଡ୍‌ଭାଇଜରି, ନୂଆ ଟେକ୍ନୋଲଜିରେ ଅପରାଧ ହେଉଥିବାରୁ ସଚେତନ କଲା ବିଭାଗ, ନିରାପଦ ଏଟିଏମ୍ କାର୍ଡ ଓ ଇଣ୍ଟରନେଟ ବ୍ୟବହାରକୁ ଗୁରୁତ୍ବ, ସୋସିଆଲ ମିଡିଆର ସତର୍କ ଓ ସୁରକ୍ଷିତ ବ୍ୟବହାର, ବ୍ୟାଙ୍କ ନାଁରେ ଆସୁଥିବା ମିଥ୍ୟା କଲ୍‌ ପ୍ରତି ସତର୍କ ରହିବା, ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ ଓ ପାସୱାର୍ଡ ସୁରକ୍ଷା ପ୍ରତି ସତର୍କ ରହିବା

Read more

ଆଦିବାସୀ ମହିଳାଙ୍କୁ ବଲାଙ୍ଗିର ଟାଉନ ଥାନା କନଷ୍ଟେବଳଙ୍କ ଦୁର୍ବ୍ୟବହାର, ଥାନାରେ ଚଞ୍ଚକତା କରି ଷ୍ଟାମ୍ପ ପେପରରେ ଦସ୍ତଖତ କରାଇଥିବା ଅଭିଯୋଗ, ଦସ୍ତଖତ କରିବାକୁ ମନା କରିବାରୁ ରାସ୍ତାରେ ମହିଳାଙ୍କୁ ଟଣାଓଟରା କଲେ କନଷ୍ଟେବଳ ଅଞ୍ଜନ ପ୍ରଧାନ ଓ ସହଯୋଗୀ ବିକାଶ ଜୈନ ଅଟକ

Read more

ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍‌ ଅପିଲ କଲେ ନବୀନ, ପାଟକୁରାକୁ ନିଜେ ଦେଖିବେ ବୋଲି କହିଲେ ନବୀନ

ଭୁବନେଶ୍ୱର: ଭାଇ ଓ ଭଉଣୀମାନେ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରି ବୁଧବାର ପୂର୍ବାହ୍ନରେ

Read more

କୋରାପୁଟ ଜୟପୁର ହାତୀଶାଳ ନିକଟରେ ଗଞ୍ଜେଇ ମାଫିଆ କାବୁଲ ଖରାକୁ ପୋଲିସର ଏନ୍‌କାଉଣ୍ଟର, କାବୁଲର ଡାହାଣ ଗୋଡ଼ରେ ବାଜିଛି ଗୁଳି, କାବୁଲଠାରୁ ପିସ୍ତଲ, ଗୁଳି ଓ କାର୍‌ ଜବତ, ଗୁରୁତର କାବୁଲ କୋରାପୁଟ ମେଡିକାଲରେ ଭର୍ତ୍ତି

Read more

ସୁପ୍ରିମ୍‌ କୋର୍ଟରେ ୧୫ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମାମଲାରେ ୧୫ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଓ ଅଯୋଗ୍ୟତାକୁ ନେଇ ଶୁଣାଣି ଶେଷ, ଆଜି ପୂର୍ବାହ୍ନ ୧୦ଟା ୩୦ରେ ପ୍ରକାଶ ପାଇବ ରାୟ, ୧୮ରେ କର୍ଣ୍ଣାଟକ ବିଧାନସଭାରେ ମେଣ୍ଟ ସରକାରର ଶକ୍ତି ପରୀକ୍ଷା

Read more

କେନ୍ଦ୍ରାପଡ଼ା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତର ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ୮ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ, ନିର୍ବାଚନ ପାଇଁ ପାଟକୁରା ଛାଡ଼ି ଅନ୍ୟ ସବୁଠି ବନ୍ଦ ପାଳନ

Read more