କ୍ରାଇମ କଣ୍ଟ୍ରୋଲ୍‌ ପାଇଁ ଆକ୍‌ସନ ମୋଡରେ କମିଶନରେଟ୍ ପୁଲିସ : ଭୁବନେଶ୍ୱରରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଆହତ

ଭୁବନେଶ୍ୱର : କ୍ରମାଗତ ଭାବେ ରାଜଧାନୀରେ ବଢ଼ି ଚାଲିଥିବା କ୍ରାଇମ କଣ୍ଟ୍ରୋଲ୍‌ ପାଇଁ ଆକ୍‌ସନ ମୋଡକୁ ଆସିଥିବା କମିଶନରେଟ୍ ପୁଲିସକୁ ଆଉ ଏକ ସଫଳତା ମିଳିଛି। ୨୪

Read more

ଆମେରିକାର ଟେକ୍ସାସ ପରେ ଓହିଓରେ ଆଉ ଏକ ଗୁଳିକାଣ୍ଡ: ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୯ ମୃତ, ୧୬ ଜଣ ସଂକଟାପନ୍ନ । ଡେଟନ୍‌ ପୋଲିସ୍‌ର ଗୁଳିରେ ଦୁର୍ବୃତ୍ତ ନିହତ, FBI ସାହାଯ୍ୟରେ ତଦନ୍ତ ଜାରି, ଟେକ୍ସାସ୍‌ର ସପିଙ୍ଗ ମଲ୍‌ ଗୁଳିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା

Read more

ସଂସଦରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ: ଗୃହ ସଚିବ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଥିଲେ ଉପସ୍ଥିତ, କାଲି ପୂର୍ବାହ୍ନ ୯ଟା ୩୦ରେ ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ, କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ବାଜିପାରେ କ୍ୟାବିନେଟ ମୋହର

Read more

ଥାଇଲ୍ୟାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନରେ ଭାରତୀୟ ଯୋଡ଼ିଙ୍କୁ ସଫଳତା: ପୁରୁଷ ଡବଲ୍‌ସ ଟାଇଟଲ୍‌ ଜିତିଲେ ସ୍ବସ୍ତିକ ସାଇରାଜ-ଚିରାଗ ସେଟ୍ଟୀ ଯୋଡ଼ି, ଚୀନ୍‌ର ଲି ଜୁନ୍‌ ହୁଇ-ଲିଉ ୟୁ ଚେନ୍‌ ଯୋଡ଼ିଙ୍କୁ ହରାଇଲେ

Read more

କ୍ରିକେଟର ଇର୍‌ଫାନ ପଠାନ୍‌ଙ୍କୁ ତୁରନ୍ତ କାଶ୍ମୀର ଛାଡ଼ିବାକୁ ପରାମର୍ଶ । ଜାମ୍ମୁ ଓ କାଶ୍ମୀର କ୍ରିକେଟ ଟିମ୍‌ର ପରାମର୍ଶଦାତା ଅଛନ୍ତି ଇର୍‌ଫାନ, ଜାମ୍ମୁ କ୍ରିକେଟ ବୋର୍ଡର ଶହେ ଖେଳାଳିଙ୍କୁ ବି ‘କାଶ୍ମୀର ଛାଡ଼’ ପରାମର୍ଶ

Read more

ବାଲେଶ୍ବର ଚାନ୍ଦିପୁରରେ QRSAMର ଦ୍ବିତୀୟ ରାଉଣ୍ଡ ପରୀକ୍ଷା ସଫଳ । ୨ ଥର ଯାକ ଏୟାରକ୍ରାଫ୍ଟ ବଂଶୀକୁ ଟାର୍ଗେଟ କରିବାରେ QRSAM ସଫଳ, ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରିବ କ୍ଷେପଣାସ୍ତ୍ର QRSAM । ସକାଳ ୧୧ଟାରେ ହୋଇଥିଲା QRSAMର ପ୍ରଥମ ରାଉଣ୍ଡ ପରୀକ୍ଷା, ଦିନ ସାଢ଼େ ୩ଟାରେ ହେଲା QRSAMର ଦ୍ବିତୀୟ ରାଉଣ୍ଡ ପରୀକ୍ଷା

Read more

କାଲିଠୁ ଝାରସୁଗୁଡ଼ା ବିମାନବନ୍ଦରରେ କାର୍ଯ୍ୟକ୍ଷମ ହେବ DVOR ମେସିନ: ଏହା ଦ୍ବାରା ମେଘୁଆ ପାଗରେ ବି ଅବତରଣ କରିପାରିବ ବିମାନ । ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦେଶକ ଏସ୍‌.କେ. ଚୌହାନଙ୍କ ସୂଚନା

Read more

ଭୁବନେଶ୍ବର ଖଣ୍ଡଗିରିରେ ପୋଲିସର ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓର ଡାହାଣ ଗୋଡ଼ରେ ବାଜିଛି ୨ଟି ଗୁଳି, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, କାର୍‌ ସହ ବୋମା ଓ ବହୁ ମାରଣାସ୍ତ୍ର ଜବତ, ପୂର୍ବରୁ ଏନ୍‌କାଉଣ୍ଟର ହୋଇଥିବା ୪ ଅପରାଧୀଙ୍କ ଗ୍ୟାଙ୍ଗ ଲିଡର ରବି, ୨ଦିନରେ କମିସନରେଟ ପୋଲିସର ୫ ଜଣଙ୍କୁ ଏନ୍‌କାଉଣ୍ଟର

Read more