ଦେଶରେ ୫୭ ପ୍ରତିଶତ ଡାକ୍ତର ନକଲି ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟକୁ ସ୍ବୀକାର କଲେ ସରକାର

ନୂଆଦିଲ୍ଲୀ: ଦେଶରେ ଏଲୋପାଥି ଚିକିତ୍ସା କରୁଥିବା ବହୁ ସଂଖ୍ୟକ ଡାକ୍ତର ନକଲି | କିଛି ଏଭଳି ସାଙ୍ଘାତିକ ତଥ୍ୟକୁ ସମର୍ଥନ କରିଛନ୍ତି ସରକାର | ବିଶ୍ୱ ସ୍ୱାସ୍ଥ୍ୟ

Read more

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ଉତ୍ତରପ୍ରଦେଶର ନାଁ ସାମିଲ : ଗୋଟେ ଦିନରେ ୨୨କୋଟି ଚାରା ଗଛ ଲଗାଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ

ପ୍ରୟାଗରାଜ : ଗୋଟେ ଦିନରେ ୨୨କୋଟି ଚାରା ଗଛ ଲଗାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ ସରକାର । ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ

Read more

ନୟାଗଡ଼: ଖଣ୍ଡପଡ଼ା ଜେଲରୁ ଭାପୁର କୋର୍ଟ ଆଣାଯାଉଥିବା ବେଳେ କୋର୍ଟ ଭ୍ୟାନରୁ ଡେଇଁ ଖସି ପଳାଇଗଲା ବିଚାରାଧୀନ ବନ୍ଦୀ ତପନ ରାଉତ, ସେ ପୂର୍ବରୁ ୨ ଥର ଜେଲ୍‌ରୁ ଖସି ଯାଇ ଧରାପଡ଼ି ଥିଲା; ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା ତପନ

Read more

+୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି: ଅଗଷ୍ଟ ୧୩ରୁ ୨୪ ଯାଏ ଅନ୍‌ଲାଇନରେ ମିଳିବ ଫର୍ମ । (link: http://samsodisha.gov.in) samsodisha.gov.in ୱେବ୍‌ସାଇଟରେ ମିଳିବ ଫର୍ମ, ଅଗଷ୍ଟ ୨୯ରେ ପ୍ରକାଶ ପାଇବ ମେଧା ତାଲିକା: ଅଗଷ୍ଟ ୩୦ ଓ ୩୧ରେ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା, ମାଟ୍ରିକ ସପ୍ଲିମେଣ୍ଟାରୀ ପାସ୍‌ କରିଥିବା ପିଲାଏ ଆବେଦନ କରିବେ । ପ୍ରଥମ ପର୍ଯ୍ୟାୟରେ ବାଦ୍‌ ପଡ଼ିଥିବା ପିଲା ମଧ୍ୟ ଆବେଦନ କରିପାରିବେ

Read more

ବାଲେଶ୍ବର ଶିଳ୍ପାଞ୍ଚଳ ଥାନାରେ ଅଟକ ଅଭିଯୁକ୍ତଙ୍କ ମୃତ୍ୟୁ: କଟକ ନେବା ବେଳେ ଶ୍ରୀକୃଷ୍ଣପୁର ଗାଁର ରତିକାନ୍ତ ଦାସଙ୍କ ମୃତ୍ୟୁ, ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ପରିବାର ଲେକଙ୍କ ଅଭିଯୋଗ, ଚୋରା ମଦ କାରବାର ଅଭିଯୋଗରେ ଅଗଷ୍ଟ ୭ରେ ଅଟକ ହୋଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ବାଲେଶ୍ବର-ରେମୁଣା ଗୋଲେଇ ମୁଖ୍ୟ ରାସ୍ତା ଅବରୋଧ

Read more

ନୟାଗଡ଼ ଖଣ୍ଡପଡ଼ା ଥାନା ତେନ୍ତୁଳିଆପଲ୍ଲୀ ଗାଁରେ ହତ୍ୟାକାଣ୍ଡ: ବନ୍ଧା ଅବସ୍ଥାରେ କୂଅରୁ ମଳିଲା ଧୋବା ପ୍ରଧାନଙ୍କ ମୃତଦେହ । କଙ୍ଗାରୁ କୋର୍ଟ ନିଷ୍ପତ୍ତି ନ ମାନିବାରୁ ହତ୍ୟା ଅଭିଯୋଗ, ୧୦ ଦିନ ତଳୁ ନିଖୋଜ ଥିଲେ ଧୋବା ପ୍ରଧାନ । ପୋଲିସ ତଦନ୍ତ ଜାରି, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

Read more

ଝଡ଼ତୋଫାନରେ ଦିଗହରା ହୋଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ନିକଟ ଚିଲିକାର ଖିରି ସାହିରେ ଲାଗିଲା ମାଲବାହୀ ଜାହାଜ , ଜାହାଜରେ ଅଛନ୍ତି ମାଲେସିଆର ୧୦ ଓ ବାଂଲାଦେଶର ଜଣେ ନାଗରିକ । ବିଶାଖାପାଟଣାରୁ ମାଲେସିଆ ଯାଉଥିଲା ମାଲବାହୀ ଜାହାଜ, ସ୍ଥାନୀୟ ପୋଲିସ ଓ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି

Read more

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅସୁସ୍ଥ: ଦିଲ୍ଲୀର ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି, ସ୍ବାସ୍ଥ୍ୟାବସ୍ଥା ସ୍ଥିର । କାର୍ଡିଓ-ନ୍ୟୁରୋ ସେଣ୍ଟରର ICUରେ ଜେଟଲୀଙ୍କ ଚାଲିଛି ଚିକିତ୍ସା, ଜେଟଲୀଙ୍କ ଚିକିତ୍ସା ସମ୍ପର୍କିତ ବୁଲେଟିନ ସାଢ଼େ ୧୦ଟାରେ ପ୍ରକାଶ ପାଇବ । ପ୍ରଧାନମନ୍ତ୍ରୀ ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ବାଚସ୍ପତି ଓମ ବିର୍ଲା ଓ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏମ୍‌ସରେ ଉପସ୍ଥିତ

Read more