କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କୁ ବିବାଦମୁକ୍ତ ଘୋଷଣା କଲା @BCCI । ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରହିବେ ପୂର୍ବତନ ଅଧିନାୟକ ରାହୁଲ ରାହୁଲଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ସମ୍ବଳିତ ଅଭିଯୋଗ ଆସିଥିଲା, NCA ମୁଖ୍ୟ ଥାଇ ଅନ୍ୟ ସ୍ଥାନରେ ଚାକିରି କରିଥିବା ଅଭିଯୋଗ ଥିଲା । ତଦନ୍ତ ପରେ ଦ୍ରାବିଡ଼ଙ୍କୁ କ୍ଲିନ୍‌ଚିଟ୍‌ ଦେଲା BCCIର ପ୍ରଶାସକ କମିଟି

Read more

ଅଗଷ୍ଟ ୧୫ ସକାଳେ ମହାନଦୀରେ ପ୍ରବାହିତ ହେବ ୧୦ ଲକ୍ଷ କ୍ୟୁସେକ୍‌ ଜଳ । ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ନଦୀକୂଳିଆ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦେଶ । ୬ ଜିଲ୍ଲା-ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା

Read more

୫ ଜିଲ୍ଲାରେ ବର୍ଷା ଓ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ସ୍ଥିତିର ସମୀକ୍ଷା, ଲୋକସେବା ଭବନରୁ ଭିସି ଯୋଗେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ନବୀନ

Read more

CBSE ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନଙ୍କ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି । ଦଶମ ଓ ଦ୍ବାଦଶ ପରୀକ୍ଷା ଫି ବୃଦ୍ଧିକୁ ନେଇ ଆପତ୍ତି ଜଣାଇଲେ, ରାଜ୍ୟର ଗ୍ରାମାଞ୍ଚଳରେ ୨୦୦ରୁ ଅଧିକ CBSE ସ୍ବୀକୃତ ସ୍କୁଲ ଅଛି, ଫି ବୃଦ୍ଧି ଯୋଗୁଁ ଗରିବ ଓ ପଛୁଆ ବର୍ଗର ଛାତ୍ର ଅସୁବିଧାର ସମ୍ମୁଖୀନ ହେବେ । ଏନେଇ କେନ୍ଦ୍ରମନ୍ତ୍ରୀ ପୋଖରିଆଲଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

Read more

ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

ସାଲେପୁର :  ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନାଚେନ। ସିସିଟିଭି କ୍ୟାମେରାରେ କଏଦ ହେଲା ଲୁଟର ଲାଇଭ୍ ଭିଜୁଆଲ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର

Read more

ଜମ୍ମୁ-କଶ୍ମୀରରେ ଇଦ୍‌ ପରେ ଏଥର ଜମ୍ମୁ-କଶ୍ମୀରରେ ଆଡମ୍ବରରେ ପାଳନ ହେବ ସ୍ୱାଧୀନତା ଦିବସ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଇଦ୍‌ ସୁରୁଖୁରୁରେ କଟିବା ପରେ ସରକାର ସଂପୃକ୍ତ ଅଞ୍ଚଳରେ ଅତି ଆଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରିବାର ଯୋଜନା କରୁଛନ୍ତି। ଅଗଷ୍ଟ ୧୫

Read more

ଦବଙ୍ଗ-୩ ରେ ଏହି ଅଭିନେତ୍ରୀ ଙ୍କ ସହ ରୋମାନ୍ସ କରିବେ ସଲମାନ ଖାନ୍‌

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ ସହ

Read more

ହୀରାକୁଦ ଡ୍ୟାମ୍‌ ଜଳସ୍ତର ୬୧୭.୦୬ ଫୁଟକୁ ବୃଦ୍ଧି, ଡ୍ୟାମରୁ ପ୍ରତି ସେକେଣ୍ଡରେ ୧, ୦୭,୪୦୦ ଘନଫୁଟ ଜଳ ପଶୁଛି, ପ୍ରତି ସେକେଣ୍ଡରେ ୧୬, ୮୩୦ ଘନଫୁଟ ଜଳ ନିଷ୍କାସିତ ହେଉଛି, ଜଳଭଣ୍ଡାରର ଜଳ ଧାରଣା କ୍ଷମତା ୬୩୦ ଫୁଟ

Read more