ସ୍ୱାଧୀନତା ଦିବସର ଗୋଟେ ଦିନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ ଏଣିକି ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାଁ ନେବା ପୂର୍ବରୁ ‘ମାନ୍ୟବର’ ବୋଲି ସମ୍ବୋଧନ କରାଯିବ ବୋଲି ଘୋଷଣା କରାଯାଇଛି

Read more

ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଲମ୍ବନ କଲେ ରାଜ୍ୟ ସରକାର, ADM ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ

Read more

ବଲାଙ୍ଗିରରେ ବନ୍ୟା ସ୍ଥିତିରେ ଆସୁଛି ସୁଧାର, ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ, ବିଭିନ୍ନ ସ୍ଥାନରେ ଯାତାୟାତ ସ୍ବାଭାବିକ ହୋଇଛି, ଏବେ ବି ଲୋକମାନେ ରିଲିଫ କ୍ୟାମ୍ପରେ ଅଛନ୍ତି

Read more