ଖୋର୍ଦ୍ଧା ବେଆଇନ ପଥର ଖଣି ମାମଲା, ଆଜି STF ନିକଟରେ ହାଜର ହେବେ ଖୋର୍ଦ୍ଧା ସଦର ଥାନା IIC ବିକ୍ରମ ଜେନା, ବ୍ୟକ୍ତିଗତ ହାଜର ହେବାକୁ ନୋଟିସ କରିଥିଲା STF, ନୋଟିସ ପରେ ବିକ୍ରମ ଜେନାଙ୍କୁ ମିଳି ନଥିଲା ରାଷ୍ଟପ୍ରତି ପଦକ

Read more

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତ, ଅପରାହ୍‌ଣରେ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ, କେତେକ MoU ସ୍ବାକ୍ଷର ସହ RuPay କାର୍ଡ ଓ ଡାକ ଟିକଟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦି

Read more

ଦିନ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ, ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧,୧୩,୩୬୨ ଘନଫୁଟ ଜଳ, ପ୍ରତି ସେକେଣ୍ଡରେ ବାହାରୁଛି ୧,୭୪,୧୨୦ ଘନଫୁଟ ଜଳ, ଏବେ ବି ଜଳ ଭଣ୍ଡାରର ୧୦ଟି ଗେଟ୍‌ ଖୋଲା ରହିଛି, ହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌

Read more