ସୁପ୍ରିମ୍‌ କୋର୍ଟରେ ଶୁକ୍ରବାର ହେବ ପି. ଚିଦମ୍ବରମ୍‌ଙ୍କ ଆବେଦନର ଶୁଣାଣି: INX ମିଡିଆ ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଚିଦମ୍ବରମ୍‌ । CBI ଓ EDର ଗିରଫଦାରିରୁ ସୁରକ୍ଷା ପାଇଁ ଆବେଦନ କରିଛନ୍ତି ଚିଦମ୍ବରମ୍‌, ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା

Read more

ଅଗଷ୍ଟ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ଦେଶ: ସ୍ମାର୍ଟ କ୍ଲାସ୍‌ ନେଇ କଲେଜ ପିଛା ୬ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର, ୧୦୧ଟି କଲେଜରେ ଆରମ୍ଭ ହେବ ସ୍ମାର୍ଟ କ୍ଲାସ୍‌ । ଭିସିରେ ସବୁ କଲେଜର ପ୍ରିନ୍ସିପାଲଙ୍କ ସହ କଥା ହେଲେ ମନ୍ତ୍ରୀ

Read more

ସବୁ ରେଳ ୟୁନିଟ୍‌କୁ ରେଳ ମନ୍ତ୍ରାଳୟର କଡ଼ା ଚିଠି: ଅକ୍ଟୋବର ୨ରୁ ରେଳବାଇରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍‌ ବ୍ୟବହାର । କେବଳ ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାରକୁ ଅନୁମତି, ୫୦ ମାଇକ୍ରନ୍‌ରୁ କମ୍‌ ମୋଟେଇ ବିଶିଷ୍ଟ ପ୍ଲାଷ୍ଟିକ୍‌ ବ୍ୟବହାର ନିଷେଧ

Read more

କେନ୍ଦ୍ରାପଡ଼ା ଓ ପୁରୀର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୭ ମୃତ । ପୁରୀ ନିମାପଡ଼ା ବନ୍ତୁ ଗାଁରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ, ୨ ଗୁରୁତର । ମୃତକ ବନ୍ତୁ ଗାଁର ରୀତା ଭୋଇ, ଅନ୍ୟ ଜଣଙ୍କ ପରିଚୟ ଅସ୍ପଷ୍ଟ, ବିଜୟ ଓ ଚଞ୍ଚଲି ଭୋଇ ଗୁରୁତର ଭାବେ ନିମାପଡ଼ା ମେଡିକାଲରେ ଭର୍ତ୍ତି

Read more

ପିଆଜ ଦର ବୃଦ୍ଧି ରୋକିବାକୁ କଠୋର ହେଲେ କେନ୍ଦ୍ର ସରକାର: ଏ-ଗ୍ରେଡ୍‌ ପିଆଜର ସର୍ବାଧିକ ଖାଉଟି ଦର ୨୩ ଟଙ୍କା ୯୦ ପଇସା ଧାର୍ଯ୍ୟ, ନାଫେଡ ଓ NCCF ଜରିଆରେ ବି କମ୍‌ ଦରରେ ପିଆଜ ବିକିବାକୁ ନିର୍ଦେଶ,

ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦେଶ । ସରକାରୀ ଭଣ୍ଡାରରୁ ମଧ୍ୟ କିଛି ବିକ୍ରେତାଙ୍କୁ ପିଆଜ ଯୋଗାଇବାକୁ ନିଷ୍ପତ୍ତି । ଆବଶ୍ୟକ ହେଲେ

Read more

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ରିଲିଫ ହେଲିକପ୍ଟର ଧ୍ବସ୍ତ: ହେଲିକପ୍ଟରରେ ଥିବା ୨ ପାଇଲଟ ଓ ଜଣେ ସ୍ଥାନୀୟ ଲୋକ ମୃତ । ମୋରିରୁ ମୋଲଦିକୁ ରିଲିଫ ସାମଗ୍ରୀ ନେଇ ଯାଉଥିଲା ହେଲିକପ୍ଟର । ଦୁର୍ଘଟଣାଗ୍ରସ୍ତ ବିମାନ ବାୟୁସେନାର ନୁହେଁ ବୋଲି ସ୍ପଷ୍ଟ କଲା IAF

Read more

ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ପ୍ରିୟଦର୍ଶୀ ମିଶ୍ର, ଦାୟିତ୍ବ ନେବା ପରେ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରତିକ୍ରିୟା, ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲରେନ୍ସକୁ ଆପଣା ଯିବ, ସଦର ମହକୁମାରେ ଗୃହ ନିର୍ମାଣକୁ ପ୍ରାଥମିକତା ଓ ମୁଖ୍ୟମନ୍ତ୍ରୀଙ୍କ 5-Tକୁ ଗୁରୁତ୍ବ ଦିଆଯିବ: ପ୍ରିୟଦର୍ଶୀ

Read more