କାଲିଠାରୁ ୩ ଦିନିଆ ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି: ଭ୍ଲାଡିଭୋସ୍ତୋକରେ ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ରେ ଯୋଗଦେବେ । ସେପ୍ଟେମ୍ବର ୪ ଅପରାହ୍‌ଣରେ ରୁଷିଆର ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି । ଭାରତ-ରୁଷିଆ ବାର୍ଷିକ ଦ୍ବିପାକ୍ଷିକ ଆଲୋଚନାରେ ଭାଗନେବା କାର୍ଯ୍ୟକ୍ରମ

Read more

ଭୁବନେଶ୍ବର ପାତ୍ରପଡ଼ାରେ ଅଭାବନୀୟ ଘଟଣା: ଏକ ବୁଦାମୂଳରେ ଶିଶୁପୁତ୍ରକୁ ଜନ୍ମଦେଲେ ମାନସିକ ବିକୃତ ମହିଳା । ମାଆ ଓ ଶିଶୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା ଚାଇଲ୍‌ଡ ଲାଇନ୍‌, CWC ଓ DCPOଙ୍କୁ ଜଣାଇବା ପରେ ତଦନ୍ତ ପ୍ରକ୍ରିୟା ଜାରି

Read more

କାଲିଠୁ ଭାରତୀୟ ବାୟୁସେନାରେ ସାମିଲ ହେବ ଆପାଚି ହେଲିକପ୍ଟର: ପଞ୍ଜାବର ପଠାନ୍‌କୋଟ ଏୟାର୍‌ବେସ୍‌ରେ ସାମିଲ ହେବ ଲଢୁଆ ହେଲିକପ୍ଟର । ଆମେରିକାରେ ନିର୍ମିତ ଆପାଚି ପ୍ରଥମେ ଜୁଲାଇ ୨୭ରେ ଭାରତକୁ ଆସିଥିଲା

Read more

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ଅଭିଯୋଗ: ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ କର୍ମଚାରୀ ଲାଞ୍ଚ ନେବା ଭିଡିଓ ଭାଇରାଲ । ଡାକ୍ତର, ନର୍ସ ଓ ଆଶାଦିଦି ମିଶି ୫ ହଜାର ଟଙ୍କା ନେଇଥିବା ଅଭିଯୋଗ । CMO ଓ ଟାଉନ ଥାନାରେ ଅଭିଯୋଗ କଲେ ପ୍ରସୂତିଙ୍କ ସ୍ବାମୀ

Read more

ଯୁଦ୍ଧ ବିମାନରେ ଶେଷଥର ପାଇଁ ଉଡ଼ିଲେ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ, ଅବସର ପୂର୍ବରୁ ଅଭିନନ୍ଦନ ବର୍ଦ୍ଧମାନଙ୍କ ସହ ଉଡ଼ାଇଲେ ମିଗ୍‌-୨୧ ବିମାନ, ପଞ୍ଜାବର ପଠାନ୍‌କୋଟ ଏୟାରବେସ୍‌ରୁ ଅଧଘଣ୍ଟା ଧରି ଉଭୟଙ୍କ ଉଡ଼ାଣ

Read more