ରାଉରକେଲା: ଗଛ ଡାଳ ପଡ଼ି କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

ରାଉରକେଲା: ରଘୁନାଥପାଲି ଥାନା ଅନ୍ତର୍ଗତ ମଣି କଲୋନିରେ ଗଛ ଡାଳ ପଡ଼ି ଶୁକ୍ରବାର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟଜଣେ ଶ୍ରମିକ ମଧ୍ୟ ଆହତ

Read more

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ, ଦୁର୍ନୀତି ପ୍ରମାଣିତ ହେବା ପରେ ମାସକରେ ବିଦା ହେଲେ ୩୭ ଅଧିକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୬ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ପ୍ରଧାନଶିକ୍ଷକ, ୪ଜଣ ଇଞ୍ଜିନିୟର, ୨ଜଣ ରେଭିନ୍ୟୁ ଅଫିସର(ଆର୍‌ଆଇ), ଜଣେ

Read more

ଦିଲ୍ଲୀକୁ ଫେରିଲା ଯୁଗ୍ମ-ଅଯୁଗ୍ମ ଫର୍ମୁଲା: ୪ ନଭେମ୍ବରରୁ ୧୫ ନଭେମ୍ବର ଯାଏ ଲାଗୁ ହେବ ନିୟମ, ଦୀପାବଳିରେ ବାଣ ନ ଫୁଟାଇବାକୁ ସରକାରଙ୍କ ନିବେଦନ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଆରମ୍ଭ ହେବ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା । ଏ ସଂପର୍କରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଘୋଷଣା କରିଛନ୍ତି । ନଭେମ୍ବର ୪ରୁ

Read more

ମାଲକାନଗିରି ନାଏକଗୁଡ଼ା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଅସନ୍ତୋଷ, ନିମ୍ନ ମାନର ଖାଦ୍ୟ ଓ ବିଭିନ୍ନ ସମସ୍ୟା ପ୍ରତିବାଦରେ ଛାତ୍ରୀଙ୍କ ରାସ୍ତାରୋକ, ଜାତୀୟ ରାଜପଥ-୩୨୬ ଅବରୋଧ କଲେ ୩୦ରୁ ଅଧିକ ଛାତ୍ରୀ

Read more

ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ପ୍ରସଙ୍ଗ, ଭିଡ଼ ବଢୁଥିବା RTO ଅଫିସର ସ୍ଲଟ ବଢ଼ାଇବାକୁ ନିର୍ଦେଶ, ଛୁଟି ଦିନରେ ବି ଖୋଲା ରହିବ RTO ଅଫିସ, ଅଧିକ କମ୍ପ୍ୟୁଟର ରହିବା ସହ କର୍ମଚାରୀ ନିଯୁକ୍ତ ହେବେ, ରାଜ୍ୟ ପରିବହନ କମିସନରଙ୍କ ନିର୍ଦେଶ

Read more

ଭାରତ-ଚାଇନା ସୀମାରେ ‘ହିମବିଜୟ’ ନାଁରେ ଯୁଦ୍ଧାଭ୍ୟାସ ପାଇଁ ଭାରତର ପ୍ରସ୍ତୁତି; ମୁତୟନ ହେବ ଆମେରିକୀୟ ଅସ୍ତ୍ରଶସ୍ତ୍ର ଓ ମାଉଣ୍ଟେନ ଷ୍ଟ୍ରାଇକ କର୍ପ୍ସ

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାରେ ସେନା ତା’ର ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତୀୟ ସେନା ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରକୁ ଭାରତ-ଚାଇନା ସୀମାରେ ମୁତୟନ

Read more

ମାଲକାନଗିରିରେ ମିଳୁଛି ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି: ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ମିଳିଥିବା ଏବେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ହାଇଟେକ୍ କଲୋନିର ଦିଗାମ୍ବର

Read more

ପାକିସ୍ତାନ ଆତଙ୍କବାଦୀ ତିଆରି କରୁଥିବା କଥା ସ୍ୱୀକାର କଲେ ଇମ୍ରାନ୍ ଖାନ୍; ଏଥିପାଇଁ ଆମେରିକା ଉପରେ ଦୋଷ ଲଦି ଦେଲେ ଇମ୍ରାନ

ଇସଲାମାବାଦ: ଶେଷରେ ସତ  ସ୍ୱୀକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ଆତଙ୍କବାଦୀ ତିଆରି କରୁଥିବା କଥା ସ୍ୱୀକାର କଲେ ଇମ୍ରାନ୍ ଖାନ୍ ,ଯାହାର ପରିଣାମ

Read more