ଜଗତସିଂହପୁର ବାଲିକୁଦାରେ ଆଈକୁ ନାତିର ହତ୍ୟା ମାମଲା: ହତ୍ୟାକାରୀ ନାତି ପ୍ରସନ୍ନ କୁମାର ସ୍ବାଇଁକୁ ଆଜୀବନ ଜେଲ୍‌ । ଆଜୀବନ ଜେଲ୍‌ ସହ ୫ ହଜାର ଟଙ୍କା ଜୋରିମାନା ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜଜ୍‌ । ୨୦୧୪ ଏପ୍ରିଲ ୨୬ରେ ଘରୋଇ କଳହରୁ ହୋଇଥିଲା ହତ୍ୟାକାଣ୍ଡ

Read more

ଗଞ୍ଜାମ ଖଲ୍ଲିକୋଟରେ ୨୯୩ କେଜି ଗଞ୍ଜେଇ ଜବତ: କଣ୍ଟେନର ଭର୍ତ୍ତି ଗଞ୍ଜେଇ ଜବତ କଲା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା । ଅଜୟ କୁମାର ସିଂ ଗିରଫ ଓ ଅନ୍ୟ ଜଣେ ଫେରାର । ଗଞ୍ଜାମ ରମ୍ଭାରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିଲା ଗଞ୍ଜେଇ

Read more

ତେଲୁଗୁ ଷ୍ଟାର ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରୁ ଶବ ଉଦ୍ଧାର

ନୂଆଦିଲ୍ଲୀ : ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ଫାର୍ମ ହାଉସ୍‌ରୁ ବୁଧବାର ଏକ ଅଜଣା ଶବ ଉଦ୍ଧାର ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Read more

ଢେଙ୍କାନାଳ: ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶତାଧିକ ଓକିଲଙ୍କ ଭଙ୍ଗାରୁଜା

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଭଙ୍ଗାରୁଜା ହୋଇଛି। ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଲେ ବୋଲି ଓକିଲ ସଂଘର ସଦସ୍ୟମାନେ ବିରକ୍ତି ପ୍ରକାଶ କରି ଶୁକ୍ରବାର ଅପରାହ୍ଣରେ ଏହି କାମ

Read more

ଜଗତସିଂହପୁର: ଥାନାରେ ଆତ୍ମସମର୍ପଣ କଲା ନର୍ସ ନିହାରିକାଙ୍କ ବୟଫ୍ରେଣ୍ଡ ରାଜା

ଭୁବନେଶ୍ବର: ନର୍ସ ନିହାରିକା ମୃତ୍ୟୁ ମାମଲାରେ ଆସିଲା ନୂଆମୋଡ । ପୁଲିସ ନିକଟରେ ଆତ୍ମସମର୍ପଣ କଲା ନିହାରିକାଙ୍କ ବୟଫ୍ରେଣ୍ଡ । ଜଗତସିଂହପୁର ବିରିଡି ଥାନାରେ ନିଜେ ଆସି

Read more

କର୍ପୋରେଟ ଟ୍ୟାକ୍ସ କମ୍ କରିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ଗୋଆ: ଭାରତୀୟ କମ୍ପାନିଗୁଡ଼ିକ ଉପରୁ କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ କରାଯାଇଥିବା କଥା ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଆଜି ଗୋଆରେ ହେବାକୁ ଥିବା

Read more