ଓଡ଼ିଶା ଯୁବ ସମ୍ମାନ ୨୦୧୯ : ସମ୍ମାନିତ ହେଲେ ୧୭ ଜଣ ଯୁବ ପ୍ରତିଭା

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ ।

Read more

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ: କଟକ ଗାନ୍ଧି ଭବନରେ ୯୬ ବର୍ଷ ବୟସରେ ସୁମିତ୍ରାଙ୍କ ଦେହାନ୍ତ । ଶାଶୂ ରମାଦେବୀଙ୍କ ସହ ସର୍ବୋଦୟ ଆନ୍ଦୋଳନରେ ଯୋଗଦେଇଥିଲେ, ଆସନ୍ତାକାଲି କଟକରେ ଶେଷକୃତ୍ୟ ହେବା ନେଇ ପରିବାରର ସୂଚନା

Read more

ବଦଳିଲା ରାଜ୍ୟ ଅଗ୍ନିଶମ କର୍ମଚାରୀଙ୍କ ଡ୍ରେସ୍‌ କୋଡ୍‌ । ଡ୍ରେସ୍‌ କୋଡ୍‌ ବଦଳିବା ନେଇ ଗୃହ ବିଭାଗର ବିଜ୍ଞପ୍ତି । ନିଆଁ ଲିଭା ଡ୍ୟୁଟି ବେଳେ ବର୍ତ୍ତମାନର ଡ୍ରେସ୍‌ କୋଡ୍‌ ପିନ୍ଧିବେ । ଅନ୍ୟ ସମୟରେ ନାଲି ଟ୍ରାକ୍‌ ପ୍ୟାଣ୍ଟ ଓ ହଳଦିଆ ଟି-ସାର୍ଟ ପିନ୍ଧିବେ

Read more

ଓଡ଼ିଶା କ୍ରିକେଟ ସଂଘ-OCA ନିର୍ବାଚନ ପ୍ରସଙ୍ଗ: ସଭାପତି ପ୍ରାର୍ଥୀ ପ୍ରଦୀପ ଚୌହ୍ବାନଙ୍କୁ ଝଟ୍‌କା । ବିଜୟୀ ହେଲେ ୩ ବର୍ଷ ନୁହେଁ, ୧୦ ମାସ ୯ ଦିନ ରହିବ କାର୍ଯ୍ୟକାଳ, ସମ୍ପାଦକ ପ୍ରାଥୀ ନବ ପଟ୍ଟନାୟକ ବି ମାତ୍ର ୨ ବର୍ଷ ପାଇଁ ନିର୍ବାଚିତ ହେବେ । ଲୋଧା କମିଟି ସୁପାରିସ ଆଧାରରେ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି । ସେପ୍ଟେମ୍ବର ୨୭ରେ ହେବ ଓସିଏ ନିର୍ବାଚନ

Read more

ଆମେରିକାର ହ୍ୟୁଷ୍ଟନ ସହରରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ: ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ । ୫୦ ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ PM ମୋଦି । ଉପସ୍ଥିତ ରହିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Read more

ସମ୍ମିଳିତ ନିଯୁକ୍ତି ଅଭିଯାନ ର ଶୁଭାରମ୍ଭ

ଭୁବନେଶ୍ୱର: ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ ଅନୁସାରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଚାକିରୀର ସୁଯୋଗ ସୃଷ୍ଟି କରାଯିବାର ବ୍ୟବସ୍ଥା

Read more

ଦୁଇଦିନ ପରେ ପ୍ରବଳ ବର୍ଷା ସମ୍ଭାବନା;୧୧ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାକୁ ବଜ୍ରପାତ ଆଶଙ୍କା ନେଇ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର,

Read more

୫ ବର୍ଷରେ ଚତୁର୍ଥ ଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ

ପୁଣି ଉପ-ନିର୍ବାଚନ ଦେଖିବ ବିଜେପୁର । ଦେଢ଼ ବର୍ଷ ଭିତରେ ତୃତୀୟଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ହେବ

Read more