ଭୁବନେଶ୍ବର କିଟ୍‌ରେ ଆରମ୍ଭ ହେଲା ବିଶ୍ବ କଂଗ୍ରେସ କବି ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୬ ତାରିଖ ଯାଏ ଚାଲିବ କବି ସମ୍ମିଳନୀ । ସମ୍ମିଳନୀରେ ଯୋଗ ଦେଇଛନ୍ତି ୮୩ ଦେଶର ୧୩୦୦ କବି

Read more

କେନ୍ଦ୍ର ସରକାରଙ୍କ ପ୍ଲାଷ୍ଟିକ ନିଷିଦ୍ଧ ଯୋଜନା ହେଲା ସ୍ଥଗିତ

ନୂଆଦିଲ୍ଲୀ : ଆଜି ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀରେ ସାରା ଦେଶରେ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସରକାର କରୁଥିବା

Read more

ପୃଥିବୀ ପାଇଁ ସଙ୍କଟ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ଏକ ବିରାଟ ହିମଖଣ୍ଡ

ଓ୍ବାଶିଂଟନ: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼ ବୋଲି

Read more

ଆନ୍ଧ୍ରପ୍ରଦେଶରେ ଏକାସାଙ୍ଗରେ ୧.୨୬ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ନିଯୁକ୍ତି

ବିଜୟଓ୍ବାଡା : ଆନ୍ଧ୍ରପ୍ରଦେଶରେ ଏକାସାଙ୍ଗରେ ୧.୨୬ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ଆନ୍ଧ୍ରପ୍ରଦେଶର କ୍ଷମତାସୀନ ଜଗନମୋହନ ସରକାର ଏହି ନିଯୁକ୍ତି ଦେଇଛନ୍ତି । ଏକାସାଙ୍ଗରେ ଏତେ ସଂଖ୍ୟାରେ

Read more

ଗାନ୍ଧି ଜୟନ୍ତୀରେ କଙ୍ଗ୍ରେସ ନେତା ଭକ୍ତ ଦାସ କହିଲେ ପଶ୍ଚିମ ଓଡିଶା ଅବହେଳାର ଶୀକାର ହୋଇଛି, ଅଲଗା ହେବା ଦାବି ଜୋର ଧରିବ

କଳାହାଣ୍ଡି : ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ କଂଗ୍ରେସ ପଦଯାତ୍ରା ଆରମ୍ଭ କରିଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ

Read more

ଯାଜପୁର : ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲାର ରସଲପୁର ବ୍ଲକ୍ ଅନ୍ତର୍ଗତ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅଳିଆଗଦାରୁ ଆଜି ସକାଳେ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକୁ ସ୍ବାସ୍ଥ୍ୟକେନ୍ଦ୍ରରେ

Read more

ଆଜିଠୁ ଶୁଭାରମ୍ଭ ହେବ ‘ମୋ ସରକାର’ ଯୋଜନା : ସହିଦନଗର ଥାନା ଓ କ୍ୟାପିଟାଲ୍ ହସ୍ପିଟାଲରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ଆଜିଠାରୁ  ରାଜ୍ୟ ସରକାର  ଆରମ୍ଭ କରିଛନ୍ତି “ମୋ ସରକାର” କାର୍ଯ୍ୟକ୍ରମ ।  ଆଜି ପ୍ରଥମେ ଗୋଟିଏ ଥାନା ଓ ଗୋଟିଏ ଡାକ୍ତରଖାନାରୁ ନିଜେ ମୁଖ୍ୟମନ୍ତ୍ରୀ “ମୋ

Read more