ପୁରୀ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ମାମଲା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା । ଫଟୋ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏତଲାରେ ଉଲ୍ଲେଖ । ଶ୍ରୀମନ୍ଦିର ପ୍ରଶାସନ ଲୋକସମ୍ପର୍କ ଅଧିକାରୀ ଦେଲେ ସୂଚନା

Read more

ରାଜଭବନରେ କାଳନ୍ଦୀ ସାମଲଙ୍କ ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’ ଉନ୍ମୋଚନ କଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୁସ୍ତକରେ ଅଛି ୨ ଝିଅଙ୍କ କାହାଣୀ, ନିଜ ଗାଁକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ମିଶନ କରିଛନ୍ତି ୨ ଝିଅ, ଲେଖକ କାଳନ୍ଦୀ ସାମଲଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

Read more

ପାକ୍‌ ଅଧିକୃତ କାଶ୍ମୀରରୁ ହଜାର ହଜାର କର୍ମୀ ମାଡିଆସୁଛନ୍ତି; ସୀମାନ୍ତରେ ଉତ୍ତେଜନା : ଦେଖନ୍ତୁ ଭିଡିଓ

ଶ୍ରୀନଗର: ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଘଟଣାରେ ପ୍ରବିଦାଦ ଜଣାଇବା ଉଦ୍ଦେଶ୍ୟରେ ଜମ୍ମୁ କଶ୍ମୀର ଲିବରେସନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌)ର ସହସ୍ରାଧିକ କର୍ମୀ ଓ ସମର୍ଥକ ପାକ୍‌

Read more

ଜଗତସିଂହପୁର: ବାଲିକୁଦା ଥାନା ଦାଆଗାଁ ସ୍କୁଲ ଭିତରେ ହାତଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ; ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକଙ୍କ ଜଗତସିଂହପୁର ଡାକ୍ତରଖାନାରେ ମୃତ୍ୟୁ, ମୃତ ଯୁବକଙ୍କ ସଂପୂର୍ଣ୍ଣ ପରିଚୟ ମିଳି ନଥିଲେ ବି ଘର ଖୋର୍ଦ୍ଧାରେ ସୂଚନା

Read more

ସମ୍ବଲପୁର: ମହାନଦୀର ସଡ଼କଘାଟରେ ଗାଧୋଇବା ବେଳେ ଭାସିଗଲେ ୬ ଯୁବତୀ, ୫ ଉଦ୍ଧାର; ନିଖୋଜ ଯୁବତୀଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି, ସମସ୍ତଙ୍କ ଘର ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳାପଡ଼ାର

Read more

ଭୁବନେଶ୍ୱର: ବିଶ୍ୱ କବି ମହାକୁମ୍ଭରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି; କହିଲେ- ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ, ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ, ଗାନ୍ଧି ସତ୍ୟ ଓ ଅହଂସାର ଦୂତ, ଆଜିର ସମୟ ପାଇଁ ଅତ୍ୟନ୍ତ ଆବଶ୍ୟକ

Read more

କଣ୍ଟାବାଂଜି ତୁରେଇକେଲାରେ ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ: ବଗବାହାର ବନଦୁର୍ଗା ମନ୍ଦିର ପୂଜା ମଣ୍ଡପ ଭାଙ୍ଗିଲା; ପୂଜା ଚାଲିଥିବା ବେଳେ ଅଖଣ୍ଡ ଦୀପକୁ ଫୋପାଡ଼ି ଦେଲା, ଘଟଣାସ୍ଥଳରେ ଉତ୍ତେଜନା, ଯୁବକକୁ ଅଟକ ରଖିଛି ପୁଲିସ୍‌

Read more

ପୁରୀ ଅସ୍ତରଙ୍ଗରେ ବାପା, ପୁଅକୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ପୁଅ ମୃତ, ବାପା ଗୁରୁତର

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହିରେ ବାପା ଏବଂ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ୍ ଆଜି ଜଣେ ଯୁବକକୁ ଘରୁ ଉଠାଇ ନେଇଥିବାର ସୂଚନା

Read more