ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, ଫଟକି ଗାଁ ପାଖ ଜଙ୍ଗଲରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଂପର୍କକୁ ପାରିବାରିକ ସ୍ବୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ

Read more

କଳାହାଣ୍ଡିରେ ରାଇସ ମିଲ୍ ଭିତରେ ବେଆଇନ ଭାଙ୍ଗ କାରଖାନା ଠାବ, ସନ୍ୟାସୀ କୁଣ୍ଡାମାଲ ଗଣପତି ଆଗ୍ରୋ ରାଇସ ମିଲରେ ଭାଙ୍ଗ କାରଖାନା ଠାବ, ଭାଙ୍ଗ କାରଖାନାରେ କେନ୍ଦ୍ରୀୟ ଅବକାରୀ ବିଭାଗର ଚଢ଼ାଉ, ଜଣେ ଅଟକ

Read more

ଭୁବନେଶ୍ବର ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲା, ୨ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଓ ଜଗଦୀଶ ଗଜେନ୍ଦ୍ର ଗିରଫ, ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି କମିସନରେଟ ପୋଲିସ, ୨ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ରୁ ଅଧିକ ଅଭିଯୁକ୍ତ ଏବେ ବି ଫେରାର

Read more

ପିପିଲି: ପୀତବାସ ୟୁଜିଏମ୍ଇ ସ୍କୁଲରେ ଷଷ୍ଠ ଶ୍ରେଣୀ ଷଣ୍ମାସିକ ପରୀକ୍ଷାରେ ବିଭ୍ରାଟ; ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିବାରୁ କଳାପଟାରେ ଇତିହାସ ପ୍ରଶ୍ନପତ୍ର ଲେଖିଲେ ଶିକ୍ଷୟିତ୍ରୀ, ୧୮ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦ଟି ପ୍ରଶ୍ନପତ୍ର ଥିଲା

Read more

ଆସନ୍ତା ୬ରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ: ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଗ୍ରାଉଣ୍ଡରେ ହେବାକୁ ଥିବା ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେବେ; ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା

Read more

କଟକ : କଟକ ବାଲିଯାତ୍ରାକୁ ମିଳିବ ସରକାରୀ ମାନ୍ୟତା; ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ମଧ୍ୟ ପାଳନ କରାଯିବ; ପ୍ରସ୍ତୁତି ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା; ନଗର ଉନ୍ନୟନ, ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ

Read more

ନୂଆପଡ଼ାର ଖଡ଼ିଆଳ ବ୍ଲକ୍‌ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଆଜି ଆସ୍ଥା ଲୋଡ଼ିବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣ ଶବର, ଆସ୍ଥା ଭୋଟ୍‌ର ଗଣତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ

Read more