ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦ୍‌ଘାଟିତ: ମହୋତ୍ସବକୁ ଉଦ୍‌ଘାଟନ କଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମହୋତ୍ସବରେ ପ୍ରଦର୍ଶିତ ହେଉଛି ୧୨୧ଟି ବାଲୁକା କଳା: ୫ ଦିନ ଧରି ଚାଲିବ ମହୋତ୍ସବ, ୭ଟି ଦେଶର ପ୍ରତିଯୋଗୀଙ୍କ ଅଂଶଗ୍ରହଣ

Read more

ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚନା: ପୂଜାର୍ଚନାରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଉପସ୍ଥିତ । ସମଲେଶ୍ବରୀ ମନ୍ଦିରରୁ ବାହାରିବ ସାସ୍କୃତିକ ଶୋଭାଯାତ୍ରା, ମହୋତ୍ସବ ପାଇଁ ସଞ୍ଚାର ପଡ଼ିଆରେ ହେବ ଶୁଭ ସ୍ତମ୍ଭ ସ୍ଥାପନ

Read more

୨୦୧୯-୨୦ ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ: ଶୁଭ୍ରାଂଶୁ ସେନାପତି ୧୬ ଜଣିଆ ଦଳର ଅଧିନାୟକ ମନୋନୀତ । ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ ଦଳରେ ସାମିଲ । ଡିସେମ୍ବର ୯ରେ ଛତିଶଗଡ଼ ବିପକ୍ଷରେ ଏଲିଟ୍‌ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ ଓଡ଼ିଶା

Read more

‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନକୁ ଆସିବ କାଳିଆ ଯୋଜନା: ହିତାଧିକାରୀଙ୍କୁ ସିଧାସଳଖ ଫୋନ କରି ସୁବିଧା ଅସୁବିଧା ବୁଝିବେ ସରକାର, କାଳିଆ ଯୋଜନାରେ ସ୍ବଚ୍ଛତା ବୃଦ୍ଧି ପାଇଁ ପଦକ୍ଷେପ: କୃଷି ମନ୍ତ୍ରୀ

Read more

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନ ପ୍ରସଙ୍ଗ, ବାଚସ୍ପତି ପଦ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି, ବାଚସ୍ପତି ପଦ ପାଇଁ ନିର୍ବାଚନ ଲଢ଼ିବନି ବିଜେପି, ବାଚସ୍ପତି ପଦ ପାଇଁ ନାଁ ପ୍ରତ୍ୟାହାର କଲା ବିଜେପି, ନାନା ପାଟୋଲେ ହେବେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

Read more

ଆଜିଠୁ ଆରମ୍ଭ ହେବ ଟ୍ରାଫିକ୍‌ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା-TVDS, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ରୁପାଲି ଛକରୁ ଆରମ୍ଭ ହେବ, ସିସିଟିଭିରେ କଏଦ ହେବ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ, ଗାଡ଼ିଚାଳକଙ୍କ ଘରକୁ ପଠାଯିବ ଚାଲାଣ, RTO ଖାତାରେ ଚଢ଼ିବ ଜରିମାନା

Read more