ବୁଲ୍‌ବୁଲ୍ କ୍ଷତିଗ୍ରସ୍ତ ଓଡ଼ିଶା ଓ ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ସହାୟତା, ଓଡ଼ିଶାକୁ ୫୫୨ କୋଟି ଓ ପଶ୍ଚିମବଙ୍ଗକୁ ୪୧୪.୯୦ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ଦେଲା କେନ୍ଦ୍ର

Read more

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ, ସନ୍ଧ୍ୟା ୭ଟା ୪୮ରେ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପୃଥ୍ବୀ-୨ର ପରୀକ୍ଷଣ, ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରେ ପୃଥ୍ବୀ-୨, ୫୦୦ କିଲୋ ଓଜନର ଯୁଦ୍ଧାସ୍ତ୍ର ସହ ୩୦୦ କିମି ଲକ୍ଷଭେଦ କ୍ଷମତା ରହିଛି

Read more

ପିଆଜ ମହଜୁଦ ସୀମା ସଂଶୋଧନ କଲା କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ, ଏଣିକି ୨୫ ଟନ୍‌ରୁ ଅଧିକ ପିଆଜ ରଖିପାରିବେନି ହୋଲ୍‌ସେଲ୍‌ ବେପାରୀ, ଖୁଚୁରା ବେପାରୀ ୫ ଟନ୍‌ରୁ ଅଧିକ ପିଆଜ ମହଜୁଦ ରଖିପାରିବେନି, ଦେଶବ୍ୟାପୀ ନୂଆ ନିୟମକୁ ତତ୍‌କ୍ଷଣାତ ଲାଗୁ କରିବାକୁ ନିର୍ଦେଶ, କେବଳ ଆମଦାନୀକାରୀଙ୍କ ପାଇଁ ପିଆଜ ମହଜୁଦ ସୀମା କୋହଳ ହେବ

Read more

GAIL ଇଣ୍ଡିଆକୁ ମିଳିଲା ଏ ବର୍ଷର ‘ପ୍ରକଳ୍ପ ପରିଚାଳନା କମ୍ପାନି’ ପୁରସ୍କାର, ପୁରସ୍କୃତ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପାଇପ୍‌ ଲାଇନ୍‌ ପ୍ରକଳ୍ପ ସମାପ୍ତି ପାଇଁ ପୁରସ୍କାର

ଜଗଦୀଶପୁର-ହଳଦିଆ-ଧାମରା ଗ୍ୟାସ୍‌ ପାଇପ୍‌ ଲାଇନ୍‌ ମଧ୍ୟ କରୁଛି GAIL, ୨୬୫୫ କିମିର ଏହି ପାଇପ୍‌ ଲାଇନ୍‌ ଓଡ଼ିଶା ସମେତ ୫ଟି ରାଜ୍ୟ ଦେଇ ଯାଇଛି, ୭୨୯ କିମିର

Read more

ଢେଙ୍କାନାଳ ମେଡିକାଲ ପରିସରରେ କାର୍ ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଲକ୍ କରି ଚାଲିଗଲେ ବାପା-ମାଆ: ମୁମୂର୍ଷୁ ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କଲେ ଲୋକେ, ଢେଙ୍କାନାଳ ମେଡିକାଲ୍‌ରେ ଭର୍ତ୍ତି, ଦୀର୍ଘ ସମୟ ପରେ ଘଟଣାସ୍ଥଳରେ ପହଞ୍ଚିଲେ ଛୁଆର ବାପା-ମାଆ

Read more

ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ‘ମଧୁ’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ମଧୁ ଆପ୍‌ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଆପ୍‌ ଜରିଆରେ ଛାତ୍ରଛାତ୍ରୀମାନେ ହାତପାହାନ୍ତାରେ ଶିକ୍ଷା ବ୍ୟବସ୍ଥା ପାଇପାରିବେ, ଆପ୍‌ରେ ରହିବ ପଞ୍ଚମଠାରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟକ୍ରମର ସିଲାବସ୍, ଏହା ସହ ଦଶମ ଶ୍ରେଣୀ ଡ୍ରିମ୍‌ ପରୀକ୍ଷାର ସମସ୍ତ ପ୍ରଶ୍ନ ଓ ଉତ୍ତର ରହିବ

Read more