ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଆଉ ମିଳିବନି ସବ୍‌ସିଡି | ପ୍ରକୃତ ମୂଲ୍ୟ ଦେଇ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କିଣିବେ ସାଂସଦ | ସାଂସଦଙ୍କ ସର୍ବସମ୍ମତି କ୍ରମେ ସବ୍‌ସିଡି ପ୍ରତ୍ୟାହାର ନିଷ୍ପତ୍ତି | ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବାର୍ଷିକ ୧୭ କୋଟି ଟଙ୍କା ସଞ୍ଚୟ ହେବ

Read more

ଗାଜିଆବାଦରେ ଜଗନ୍ନାଥଙ୍କ ରଥାଯାତ୍ରା ନେଇ ବିବାଦ | ଗାଜିଆବାଦରେ ଡିସେମ୍ବର ୨୯ରେ ହେବ ରଥାଯାତ୍ରା | ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ରଥାଯାତ୍ରା | ଅଦିନିଆ ରଥଯାତ୍ରାକୁ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କ ବିରୋଧ

Read more

ଲୋକସଭାରେ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନରେ ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଉତ୍ତର | ସହରର ବର୍ଜ୍ୟବସ୍ତୁ ଯୋଗୁଁ ଓଡ଼ିଶାର ୧୯ଟି ନଦୀ ପ୍ରଦୂଷିତ | ବ୍ରାହ୍ମଣୀ ନଦୀର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଦେଇଛି ୨.୮୦ କୋଟି ଟଙ୍କା

Read more