କୋଣାର୍କ ଉତ୍ସବରେ ଅଶ୍ଳୀଳ ନୃତ୍ୟ ପରିବେଷଣ ପାର୍‌ କଲା ସବୁ ସୀମା

କୋଣାର୍କ: ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୋଣାର୍କ ଉତ୍ସବରେ ଏଥର ଯାତ୍ରା କଳାକାରମାନଙ୍କ ଦ୍ଵାରା ପରିବେଷିତ ହେଉଥିବା ଅଶ୍ଳୀଳ ନୃତ୍ୟ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ଓ ରାଜ୍ୟ ସରକାରଙ୍କ

Read more

କୋଷ୍ଟାଲ୍ ହାଇୱେ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଗୀନ୍ ସିଗନାଲ

ଭୁବନେଶ୍ବର: ସାତପଡ଼ା ଠାରୁ ଦିଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ରାଜ୍ୟ ସରକାର ଶେଷରେ ସବୁଜ ସଙ୍କେତ ଦେଇଛନ୍ତି । ପ୍ରାୟ ୭ ହଜାର ୫

Read more

ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜରେ ଆଡ୍‌ମିସନରେ ଘୋଟାଲା ମାମଲା: ଉତ୍ତରପ୍ରଦେଶର ୭ଟି ସ୍ଥାନରେ ସିବିଆଇ ଟିମ୍‌ର ଚଢ଼ାଉ । ଜଣେ ପୂର୍ବତନ ଜଜ୍‌ଙ୍କ ଘରେ ମଧ୍ୟ ସିବିଆଇ ଟିମ୍‌ର ଚଢ଼ାଉ । ଚଢ଼ାଉ ବେଳେ ମିଳିଛି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ପ୍ରମାଣ

Read more

ଅସମୟରେ ରଥଯାତ୍ରା କରାଯିବା ପ୍ରସଙ୍ଗ ନେଇ ଜଗନ୍ନାଥ ସେନା ପକ୍ଷରୁ ଗାଜିଆବାଦର ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ବିରୋଧରେ ପୁରୀ ସିଂହଦ୍ବାର ଥାନାରେ ଏତଲା | ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ମଧ୍ୟ ଦିଆଗଲା ଦାବିପତ୍ର, ଡିସେମ୍ବର ୨୯ରେ ରଥଯାତ୍ରା ନେଇ ଟ୍ରଷ୍ଟ ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା | ଟ୍ରଷ୍ଟ ମୁଖ୍ୟଙ୍କୁ ଗିରଫ ପାଇଁ ଦାବି କଲା ଜଗନ୍ନାଥ ସେନା

Read more

କୋରାପୁଟ ଜୟପୁରରେ ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ହେବା ଘଟଣା: ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ରଥଙ୍କୁ ଗିରଫ କଲା ସଦର ଥାନା ପୋଲିସ, ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ହେଉଛନ୍ତି ରାଜେନ୍ଦ୍ର ରଥ, ଅଷ୍ଟମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ ଥିବା ସୂଚନା ମିଳିଥିଲା

Read more

ବିଜୁ ସଶକ୍ତୀକରଣ ଯୋଜନାରେ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ | 2013ରୁ ପ୍ରତିବର୍ଷ 15 ହଜାର ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଲାପ୍‌ଟପ୍ | ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ

Read more

ହ୍ରାଇଦାବାଦରେ ଏନ୍‌କାଉଣ୍ଟରରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା | ସମ୍‌ସାବାଦ ଡିସିପି ପ୍ରକାଶ ରେଡ୍ଡିଙ୍କ ପ୍ରତିକ୍ରିୟା | ପୋଲିସଙ୍କ ବନ୍ଧୁକ ଛଡ଼ାଇ ଗୁଳିମାଡ଼ କରିଥିଲେ ଅଭିଯୁକ୍ତ | ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଏନ୍‌କାଉଣ୍ଟର କରିଥିଲା

Read more