କୁଖ୍ୟାତ ଅପରାଧୀ ସକିଲର ପ୍ରେମିକା ନସରିନ ଗିରଫ | ସକିଲ ପାଇଁ ଦାଦାବଟି ଆଦାୟ ଅଭିଯୋଗରେ ନସରିନ ଗିରଫ | ନସରିନକୁ ଗିରଫ କଲା କଟକ ଦରଘା ବଜାର ପୋଲିସ | କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଆଇନ ଛାତ୍ରୀ ନସରିନ

Read more

କାଗଜ ନୋଟ୍‌ ଚିହ୍ନାଇବା ପାଇଁ RBI ଆଣିଲା ନୂଆ ମୋବାଇଲ୍‌ ଆପ୍‌ | ଦୃଷ୍ଟିହୀନଙ୍କ ପାଇଁ ‘ମଣି’ ଆପ୍‌ ଉଦ୍‌ଘାଟନ କଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ | MANI ଆପ୍‌କୁ ନିଃଶୁଳ୍କ ଡାଉନ୍‌ଲୋଡ୍‌ କରିହେବ: ଶକ୍ତିକାନ୍ତ

Read more

ମେଡିକାଲ ପ୍ରବେଶିକା ପରୀକ୍ଷା NEET ପାଇଁ ବଢ଼ିଲା ଆବେଦନ ଅବଧି | ଆବେଦନର ଶେଷ ତାରିଖ ଡିସେମ୍ବର ୩୧ରୁ ଜାନୁଆରି ୬କୁ ଘୁଞ୍ଚିଲା | MBBS ଓ BDS ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଛି NEET | କାଶ୍ମୀର, ଲେହ ଓ କାର୍‌ଗିଲ୍‌ରେ ନୋଡାଲ ସେଣ୍ଟରରେ ଆବେଦନ ହୋଇପାରିବ

Read more

ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼: ଅପରାହ୍‌ଣ ୫ଟା ସୁଦ୍ଧା ଦର୍ଶନ କଲେଣି ୭ ଲକ୍ଷ ଭକ୍ତ, ରାତି ୧୦ଟା ଯାଏ ଦର୍ଶନ ପାଇଁ ଖୋଲା ରହିବ ଶ୍ରୀମନ୍ଦିର, ଗତକାଲି ରାତି ୧ଟାରୁ ଖୋଲିଥିଲା ଶ୍ରୀମନ୍ଦିରର ସିଂହଦ୍ବାର

Read more

ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିନ: ନଗର ପରିକ୍ରମା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ନେଇ କଂସ ମହାରାଜ କ୍ଷୁବ୍ଧ, ଜିଲ୍ଲା ପରିବହନ ମ୍ୟାନେଜରଙ୍କୁ ୨ ଲକ୍ଷ ସ୍ବର୍ଣ୍ଣ ମୁଦ୍ରା ଜୋରିମାନା, ସହରରେ ଟ୍ରାଫିକ ସଚେତନତା ସୃଷ୍ଟି କଲେ କଂସ ମହାରାଜ

Read more