ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଭାରତୀୟ ଟିମ୍‌ର ଓଡ଼ିଆ ଖେଳାଳି ସୁନୀତା ଲାକ୍ରା | ଆଣ୍ଠୁରେ ଆଘାତ ଯୋଗୁଁ ଅନ୍ତର୍ଜାତୀୟ ହକିରୁ ସୁନୀତାଙ୍କ ସନ୍ନ୍ୟାସ | ପୁଣି ଥରେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର

Read more

କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ । ପୁରସ୍କାର ସ୍ବରୂପ କୋଟିଏ ଟଙ୍କା ଗ୍ରହଣ କଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଉପସ୍ଥିତ ଥିଲେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର

Read more

ପୁରୀ ମଙ୍ଗୁ ମଠରେ ପୂଜାପାଠକୁ ନେଇ ବିବାଦ: ଗୁରୁ ଗୋବିନ୍ଦ ସିଂଙ୍କ ପ୍ରକାଶ ଦିବସ ଅବସରରେ ମଠରେ ଜୋର ଜବରଦସ୍ତ ପୂଜାପାଠ କଲେ ଶିଖ ସମ୍ପ୍ରଦାୟର ଲୋକେ । ମହନ୍ତଙ୍କ ଗାଦିଘର ଉପରେ ପୂଜାପାଠ ସହ ନିଶାନ ସ୍ଥାପନ ଉଦ୍ୟମ ବେଳେ ସେମାନଙ୍କୁ ବୁଝାସୁଝା କରାଯାଇଥିବା ଉପଜିଲ୍ଲାପାଳଙ୍କ ସୂଚନା

Read more

ରେଳ ବିଭାଗରୁ ହଟିବ ସବୁ ପୁରୁଣା ହେଲ୍‌ପ ଲାଇନ୍‌ ନମ୍ବର, ଏଣିକି କେବଳ ୧୩୯ କୁ ଫୋନ୍‌ କଲେ ହେବ ସବୁ ସମସ୍ୟାର ସମାଧାନ, ୧୨ଟି ଭାଷାରେ ନିଜର ଅଭିଯୋଗ, ଅସୁବିଧା ଜଣାଇ ପାରିବେ ଯାତ୍ରୀ, ମହିଳା ଓ ଶିଶୁ ସୁରକ୍ଷା ପାଇଁ ୧୮୨ ନମ୍ବର ପୂର୍ବପରି କାମ କରିବ

Read more

୨୫ ବର୍ଷ ପରେ ଆସନ୍ତା ନଭେମ୍ବର ୨୭ ରେ ପଡୁଛି ଶ୍ରୀଜୀଉମାନଙ୍କର ନାଗାର୍ଜ୍ଜୁନ ବେଶ

ଭୁବନେଶ୍ୱର: ଦୀର୍ଘ ୨୫ବର୍ଷ ପରେ ଚଳିତ ବର୍ଷ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆସନ୍ତା ନଭେମ୍ବର ୨୭ ଶୁକ୍ରବାରରେ

Read more

ଏଣିକି ଅନଲାଇନରେ ସଙ୍ଗେସଙ୍ଗେ ମିଳିବ ଲର୍ଣ୍ଣସ୍ ଲାଇସେନ୍ସ : ଆରଟିଓଙ୍କ ଅନୁମୋଦନ ବ୍ୟବସ୍ଥା ଆଜିଠୁ ଉଚ୍ଛେଦ

ଭୁବନେଶ୍ୱର : ଆଉ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ପାଇ ଘଣ୍ଟାଘଣ୍ଟା ଧରି ଆରଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଏଣିକି ଅନଲାଇନରେ ଟେଷ୍ଟ୍ ଦେଇ

Read more

କେନ୍ଦ୍ରାପଡ଼ା ସଦର ଥାନା ଦୁହୁରିଆ ଛକରେ ଟ୍ରକ୍ ପଛରେ ପିଟିଲା କାର୍; ପ୍ରଣତି ପଣ୍ଡା ଓ ବିଜୟ ସାହୁ ମୃତ, ୩ ଗୁରୁତର ଭୁବନେଶ୍ବର ସ୍ଥାନାନ୍ତର, ପୁରୀରୁ ଜଗନ୍ନାଥ ଦର୍ଶନ ସାରି ୨ ପରିବାର କାର୍‌ରେ ଫେରୁଥିଲେ

Read more