ମୋହନା: ସ୍ୱାମୀକୁ ହତ୍ୟା ପାଇଁ ସ୍ତ୍ରୀ ଦେଇଥିଲା ୩୦ ହଜାର ଟଙ୍କା ସୁପାରି, ପ୍ରେସମିଟ୍‌ ହତ୍ୟାକାଣ୍ଡର ଖୁଲାସା କଲେ ଗଜପତି ଅତିରିକ୍ତ ଏସ୍‌ପି; ରାୟଗଡ଼ା ମୁନିଗୁଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୩ ଜଣ ହତ୍ୟା କରିଥିଲେ, ମୃତକଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ୨ ଯୁବକଙ୍କୁ ୩୦ ହଜାର ସୁପାରି ଦେଇଥିଲା

Read more

ଅଟୋମେଟିକ ମେକାନିଜିମ୍‌ରେ ବଢ଼ିଲା ବସ୍‌ ଭଡ଼ା: ଅର୍ଡିନାରି ବସ୍‌ କିମି ପିଛା ଥିଲା ୬୯ ପଇସା, ହେଲା ୭୦ ପଇସା; ଏକ୍ସପ୍ରେସ ବସ ଭଡ଼ା ଥିଲା ୭୨ ପଇସା, ହେଲା ୭୩ ପଇସା; ଡିଲକ୍ସ ବସ ଭଡ଼ା ଥିଲା ୯୯ ପଇସା, ହେଲା ୧ ଟଙ୍କା ୧ ପଇସା; ଏସି ଡିଲକ୍ସ କିମି ପିଛା ଥିଲା ୧ ଟଙ୍କା ୨୧ ପଇସା, ହେଲା ୧ ଟଙ୍କା ୨୩ ପଇସା

Read more