ବାଲେଶ୍ବର ଜ୍ୟୋତି ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଅଚେତ ପାଇଁ ଇଞ୍ଜେକସନ୍‌ ଦେବା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଆଜି ନାକରେ ମାଂସ ବଢୁଥିବା ଯୋଗୁଁ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ମୃତ ମହିଳା ବାଲିଆପାଳର ରୁବୀ ଗିରି

Read more

ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ବୁଲିଲେ ଜିଲ୍ଲାପାଳ: ଅଚାନକ ଗସ୍ତ ବେଳେ ବିଭିନ୍ନ ଅନିୟମିତତା ଦେଖି ଖୋର୍ଦ୍ଧା ଜିଲ୍ଲାପାଳ ଖପା । ୪ଟି ଯାକ କେନ୍ଦ୍ରର ସବୁ କର୍ମଚାରୀ ଓ ସୁପରଭାଇଜରଙ୍କ ଦରମା ବନ୍ଦ । ପୌର ପରିଷଦ ଅଧୀନସ୍ଥ ସମସ୍ତ କେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ୍‌

Read more

ବାଲେଶ୍ବର ସଦର ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀ ବୁଦ୍ଧିଆ ସିଂକୁ ୧୫ ବର୍ଷ ଜେଲ, ୨୫ ହଜାର ତଣ୍ଡ । ରାୟ ଶୁଣାଇଲେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ । ୨୦୧୮ ଡିସେମ୍ବର ୨ରେ ଘରେ କେହି ନଥିବା ବେଳେ ହୋଇଥିଲା ଦୁଷ୍କର୍ମ

Read more

ଏସବିଆଇର କୋଟିକୋଟି ଗ୍ରାହକଙ୍କୁ ଝଟକା: ଫିକ୍ସଡ ଡିପୋଜିଟ୍ ପରେ ଆରଡି ଉପରେ କମିଲା ସୁଧ ହାର

ନୂଆ ଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ସପ୍ତାହ ପରେ ଫିକ୍ସଡ ଡିପୋଜିଟ୍ ପରେ ଏବେ ଆରଡି (ରିକୋରିଙ୍ଗ

Read more

୪ ଦିନିଆ ହରିୟାଣା ଗସ୍ତରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ | ସିରସା ଜିଲ୍ଲାରେ ବିଭିନ୍ନ ଘରୋଇ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ | ନିଜର କିଛି ପୁରୁଣା ବନ୍ଧୁଙ୍କୁ ମଧ୍ୟ ଭେଟିପାରନ୍ତି ପ୍ରଫେସର ଗଣେଶୀ ଲାଲ

Read more

ଜାନୁଆରୀ ୨୦ରୁ ୨୪ ଭୁବନେଶ୍ୱରରେ ଆୟୋଜିତ ହେବ ‘କୃଷି ଓଡିଶା’ ; ଯୋଗଦେବେ ଅନ୍ତର୍ଜାତୀୟ ସ୍ତରର କମ୍ପାନୀ

ଭୁବନେଶ୍ୱର: ରାଜ୍ୟରେ କୃଷିର ଗୁରୁତ୍ୱ ଏବଂ କୃଷକ ମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଜାନୁଆରୀ ୨୦ ରୁ ୨୪

Read more

ମୁମ୍ବାଇ-ପୁନା ଏକ୍ସପ୍ରସ୍ ଓ୍ବେରେ ଦୁର୍ଘଟଣାରେ ବଲିଉଡ଼ ଅଭିନେତ୍ରୀ ଶବାନା ଆଜମୀ ଆହତ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଗୀତିକାର ଜାଭେଦ ଅଖତରଙ୍କ ସ୍ତ୍ରୀ ଅଭିନେତ୍ରୀ ଶବାନା ଆଜମୀ ଏକ ସଡ଼କ ଦୁର୍ଘଟଣାରେ ଭୟଙ୍କର ଭାବେ ଆହତ ହୋଇଛନ୍ତି । ଖାଲାପୁର ଟୋଲ ପ୍ଲାଜା

Read more

ମହାରାଷ୍ଟ୍ର ଶିରିଡ଼ି ସାଇ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂଚନା: କାଲି ଖୋଲା ରହିବ ସାଇ ମନ୍ଦିର, ବନ୍ଦ ହେବାର ଖବର ଏକ ଗୁଜବ । ଜନ୍ମସ୍ଥାନ ବିବାଦରୁ ମନ୍ଦିର ବନ୍ଦ ହେବା ସୂଚନାକୁ ଭୁଲ୍‌ କହିଲେ CEO

Read more