ଆସନ୍ତାକାଲି ଆସିବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ : ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ | ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି | ବୁଥ ବାହୁଡା

Read more

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ।ଯାହାଫଳରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ମେଡିକାଲରେ ଭର୍ତ୍ତି କଲେ ବିଧାୟକ।ନବରଂଗପୁରର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆଜି କିଛି ଏଭଳି କରି ପ୍ରଶଂସା ସାଉଣ୍ଟିଛନ୍ତି

Read more

ଜମ୍ମୁ-କଶ୍ମୀରର ବରିଷ୍ଠ କଂଗ୍ରେସ ନେତା ଗୁଲାମ ମହମ୍ମଦ ସାରୋରିଙ୍କୁ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସମନ୍‌ ଜାରି କରିଛି।ଆତଙ୍କବାଦୀଙ୍କ ସହ ସଂପୃକ୍ତି ରହିଥିବା ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମନ୍ତ୍ରୀ ଗୁଲାମ ମହମ୍ମଦ ସାରୋରିଙ୍କୁ ଏନ୍‌ଆଇଏ ପକ୍ଷରୁ ଏହି ସମନ୍‌ ଜାରି କରାଯାଇଛି।

Read more

ପୁଲିସ ବାହିନୀରେ ‘ମୋ ସରକାର’ କାର୍ଯ୍ୟକ୍ରମରୁ ମିଳିଥିବା ସୂଚନା ଅନୁସାରେ ପୁଣି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜନସାଧାରଣଙ୍କ ପ୍ରତି ‘ଅନୈତିକ ବ୍ୟବହାର’ ପ୍ରଦର୍ଶନ କରିଥିବା ଜଣାପଡ଼ିବା ପରେ ପୁରୀ ସଦର ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ପ୍ରହ୍ଲାଦ ବରାଳଙ୍କୁ ନିଲମ୍ବନ କରାଯାଇଛି।

Read more

ଦେଶର ସର୍ବ ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ ରୂପେ ଚିହ୍ନଟ ହୋଇଥିବା କେରଳ, ତ୍ରିସୁରର ମହିଳା ଛାତ୍ରୀ ଜଣକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ତ୍ରିସୁରର ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଏହି ଛାତ୍ରୀ ଜଣଙ୍କର ଶରୀରରୁ ଆଜି ସଂଗ୍ରହ କରାଯାଇଥିବା ପଞ୍ଚମ ତଥା ଶେଷ ନମୁନା ନେଗେଟିଭ୍‌ ଆସିଛି।

Read more

ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିବା ପରେ ଏହାର ଶକ୍ତି ବହୁଗୁଣିତ ହୋଇଯିବ। ଏହି ବିମାନର ଜବାବ ଭାରତର ଦୁଇ ପ୍ରମୁଖ ବିରୋଧୀ ପାକିସ୍ତାନ ଓ ଚୀନ ପାଖରେ ନାହିଁ। କାରଣ ପାକିସ୍ତାନ ଓ ଚୀନ ଯେଉଁ ବିମାନ ବ୍ୟବହାର କରୁଛନ୍ତି ରାଫେଲ ସେଗୁଡ଼ିକଠାରୁ ପ୍ରାୟ ୦.୫ ପିଢି ଆଗୁଆ ବୋଲି କହିଛନ୍ତି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୋଆ।

Read more

ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବୋଝ : ଚିନ୍ତାରେ ସରକାର

ନୂଆଦିଲ୍ଲୀ : ଦେଶର ପ୍ରତିରକ୍ଷା ବଜେଟରେ ପେନସନ ବ୍ୟୟ ପରିମାଣ ଅନ୍ୟ ଖର୍ଚ୍ଚଠାରୁ ବଢିଚାଲିଥିବାରୁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ପ୍ରତିରକ୍ଷା ଉପକରଣ ଖରିଦ କରିବା ପାଇଁ

Read more

ଚୀନରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଚୀନ ସରକାରଙ୍କ ତଥ୍ୟ ଅନୁସାରେ ଏହା ୯୦୮ରେ ପହଞ୍ଚିଲାଣି । ତେବେ ବିଶେଷଜ୍ଞଙ୍କ ମତରେ ଚୀନ ସରକାର ପ୍ରକୃତ ତଥ୍ୟ ଲୁଚାଉଛନ୍ତି ।

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଚୀନ ସରକାରଙ୍କ ତଥ୍ୟ ଅନୁସାରେ ଏହା ୯୦୮ରେ ପହଞ୍ଚିଲାଣି । ତେବେ

Read more

ରାଜ୍ୟରେ ପ୍ରଥମ କାଡାଭାରିକ କିଡନୀ ପ୍ରତିରୋପଣ କରି ସଫଳ ହୋଇଥିବା ଡାକ୍ତରୀଦଳଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ Naveen । ଦୁର୍ଘଟଣାରେ ମସ୍ତିଷ୍କ ମୃତ୍ୟୁ ଘଟିଥିବା ପ୍ରିୟଙ୍କା ରାଣୀ ରାଜୁଙ୍କର କିଡନୀ ଓ ଚକ୍ଷୁ ବାହାର କରି ସଫଳତାର ସହ ଦୁଇଜଣଙ୍କଠାରେ ପ୍ରତିରୋପଣ କରାଯାଇଥିଲା।

Read more

ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳିମାଡ଼ର ନୂଆ ମୋଡ଼: ଦୁର୍ବୃତ୍ତ ନୁହେଁ ପୁରୁଷ ବନ୍ଧୁଙ୍କ ବନ୍ଧୁକରୁ ଭୁଲ୍‌ରେ ଗୁଳି ଫୁଟି ଛାତ୍ରୀଙ୍କ ଗୋଡ଼ରେ ବାଜିଥିଲା

ଭୁବନେଶ୍ବର: ରାଜଧାନୀର ଇନଫୋସିଟି ଥାନା ଅଞ୍ଚଳରେ ଦିନ ଦ୍ୱିପହରେ ଜଣେ ‘‘ଛାତ୍ରୀଙ୍କ ଉପରେ ଗୁଳି ମାଡ଼’’ ଘଟଣାରେ ପୋଲିସ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଛାତ୍ରୀ ଜଣକ

Read more