ଆଉ ଜଣେ ପ୍ରବାସୀ ଭାରତୀୟଙ୍କୁ ବଡ଼ ସଫଳତା ମିଳିଛି । ପ୍ରବାସୀ ଭାରତୀୟ ତଥା ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ରିଷି ସୁନକ ବ୍ରିଟେନର ନୂଆ ଚ୍ୟାନସେଲର ଅଫ ଏକ୍ସଚେକର(ରାଜକୋଷ ମୁଖ୍ୟ) ନିଯୁକ୍ତ ହୋଇଛନ୍ତି ।

Read more

ଦେଶର ପ୍ରଥମ ମେଟ୍ରୋ ଟ୍ରେନ ସେବା ଆରମ୍ଭ କରି ରେକର୍ଡ ସୃଷ୍ଟି କରିଥିବା କୋଲକାତା ସହର ଆଜି ପୁଣି ଏକ ନୂଆ ରେକର୍ଡ କରିଛି I କୋଲକାତାରେ ଆଜି ପ୍ରଥମ ଥର ପାଇଁ ପାଣି ଭିତରେ ମେଟ୍ରୋ ଟ୍ରେନ ଗଡିଛି I କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏହି ସେବାର ଶୁଭାରମ୍ଭ କରିଛନ୍ତି I

Read more

ମୁମ୍ବାଇ: ଅନ୍ଧେରୀର ରୋଲଟା ଟେକନଲୋଜୀ ପାର୍କରେ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଅନ୍ଧେରୀ(ପୂର୍ବ)ରେ ଥିବା ରୋଲଟା ଟେକନଲୋଜୀ ପାର୍କରେ ଆଜି ଅଗ୍ନିକାଣ୍ଡ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ନିଆଁର କାରଣ ଜଣାପଡ଼ିନଥିଲେ ମଧ୍ୟ

Read more

ରାଜ୍ୟର ସବୁ ସ୍କୁଲରେ ଦିନକୁ ୨ଥର ହେବ ପ୍ରାର୍ଥନା: ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ଲାଗି ଗଣଶିକ୍ଷା ବିଭାଗର ପଦକ୍ଷେପ, କେତେକ ସ୍କୁଲରେ ଏଭଳି ବ୍ୟବସ୍ଥା ପୂର୍ବରୁ ରହିଥିବା ମନ୍ତ୍ରୀଙ୍କ ସୂଚନା

Read more

ଭୁବନେଶ୍ବର ଇନ୍‌ଫୋସିଟିରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣା: ଯୁବତୀଙ୍କ ପ୍ରଥମ ପୁରୁଷ ବନ୍ଧୁ ପ୍ରଦୀପ ଅଗସ୍ତି ଓରଫ ଟୁକୁ ଗିରଫ, ଗୁଳିକାଣ୍ଡ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲା ଟୁକୁ, ପ୍ରମାଣ ନଷ୍ଟ ଅଭିଯୋଗରେ ଟୁକୁକୁ ଗିରଫ କଲା ଇନ୍‌ଫୋସିଟି ପୋଲିସ

Read more

ସୁପ୍ରିମ୍‌ କୋର୍ଟରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲା; ଦୋଷୀ ବିନୟ ଶର୍ମାର ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ, କାଲି ଅପରାହ୍‌ଣ ୨ଟାରେ ମାମଲାର ରାୟ ପ୍ରକାଶ ସମ୍ଭାବନା, ରାଜକ୍ଷମା ଆବେଦନ ଖାରଜ ବିରୋଧରେ ଆବେଦନ କରିଥିଲା ବିନୟ

Read more

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପ୍ରଶ୍ନପତ୍ର ଭାଇରାଲ୍, ଯୁକ୍ତ ୩ ରସାୟନ ବିଜ୍ଞାନର ତୃତୀୟ ସେମିଷ୍ଟର ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି ; ସୁନ୍ଦରଗଡ଼ରେ କଲେଜ ଛାତ୍ରଙ୍କ ମୋବାଇଲରେ ଘୁରିବୁଲୁଛି ପ୍ରଶ୍ନପତ୍ର

Read more