‘‘ଏମିତି ରୁଲି୍ଂ ବାଚ଼ସ୍ପତିଙ୍କ ବ୍ରିଟିଶ୍‌ ରାଜ୍‌ ମାନସିକତାର ପ୍ରତିଫଳନ । ଗଣମାଧ୍ୟମର କଣ୍ଠରୋଧ କରିବା ଓ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ଠିକ୍‌ ନୁହେଁ‘‘-ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ବିଧାନ ସଭାରେ ପ୍ରଶ୍ନକାଳ ସମୟରେ ସଦସ୍ୟଙ୍କ ହଟ୍ଟଗୋଳ ବା ଅସହଯୋଗ ସମ୍ପର୍କିତ କୌଣସି ଖବର ପ୍ରସାରିତ ହୋଇପାରିବ ନାହିଁ ବୋଲି ବାଚ଼ସ୍ପତି ଦେଇଥିବା ରୁଲିଂକୁ ନେଇ

Read more

ଭୁବନେଶ୍ବରରେ ଧରାପଡ଼ିଲା ଇ-ଟିକେଟ ଠକେଇ: ଏଜେଣ୍ଟ ବିଷ୍ଣୁପ୍ରସାଦ ପଟ୍ଟନାୟକ ଗିରଫ, ୭୦୦ରୁ ଅଧିକ ଟିକେଟ ଜବତ, ୪୦ରୁ ଅଧିକ ନକଲି ଆକାଉଣ୍ଟ ଖୋଲି କରୁଥିଲା ଠକେଇ, ଟ୍ରାଭେଲ୍‌ ଏଜେନ୍ସି ଓ ଯାତ୍ରୀଙ୍କୁ ଚଢ଼ା ଦରରେ ବିକୁଥିଲା ଟିକେଟ, RPF ଆଇଆଇସି କାଳୁ ସେଠୀଙ୍କ ସୂଚନା

Read more

କଟକ: ନୂଆଗାଁରେ ଡବଲ ମର୍ଡର; ସରପଞ୍ଚଙ୍କ ସ୍ବାମୀ ଓ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ସାମ୍ବାଦିକଙ୍କୁ ଖଜୁରୀପଦା ଠାରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାଯାଇଛି।

Read more

ବ୍ରହ୍ମପୁରର ଏକ ଘରୋଇ ସ୍କୁଲରେ ଅଭାବନୀୟ ଘଟଣା: ପ୍ରଥମ ଶ୍ରେଣୀର ଛାତ୍ରୀକୁ ଶ୍ରେଣୀଗୃହରେ ଉଲଗ୍ନ କଲେ ଶିକ୍ଷୟିତ୍ରୀ, ସ୍କୁଲରେ ଉତ୍ତେଜନା, ସଂପୃକ୍ତ ଶିକ୍ଷୟିତ୍ରୀ ବୈଦ୍ୟନାଥପୁର ଥାନାରେ ଅଟକ, ସ୍କୁଲ ୟୁନିଫର୍ମ ପିନ୍ଧି ନଥିବାରୁ ଛାତ୍ରୀକୁ ଉଲଗ୍ନ କରାଯାଇଥିବା ଅଭିଯୋଗ

Read more

ରାଜ୍ୟରେ ଅଛନ୍ତି ୫ ହଜାର ୯୫୦ ଭିକ୍ଷୁକ, କଟକରେ ସର୍ବାଧିକ ୧୦୬୦, ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସୂଚନା, ଭିକ୍ଷୁକଙ୍କ ପୁନର୍ବାସ ଓ ଥଇଥାନ ପାଇଁ ହୋଇଛି ‘ସହାୟ’ କାର୍ଯ୍ୟକ୍ରମ, ଏବର୍ଷ ପୁରୀ ଓ ଭୁବନେଶ୍ବରରେ ହେବ ଭିକ୍ଷୁକ ପୁନର୍ବାସ ଗୃହ

Read more