ଆନ୍ଧ୍ର ପ୍ରଦେଶ: ଦେଶ ଓ ବିଦେଶରେ ସଂସ୍କୃତ ଭାଷାର ପ୍ରଚାର, ପ୍ରସାର ଓ ବିକାଶ କ୍ଷେତ୍ରରେ ଅବଦାନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସମ୍ମାନଜନକ ଡି.ଲିଟ୍‌ ଉପାଧି ପ୍ରଦାନ କଲା ତିରୁପତିର ଶ୍ରୀ ଭେଙ୍କଟେଶ୍ବର ବୈଦିକ ବିଶ୍ବବିଦ୍ୟାଳୟ

Read more

ନରେନ୍ଦ୍ର ମୋଦୀ ଓ ଟ୍ରମ୍ପଙ୍କ ରୋଡ଼ ସୋ ପାଇଁ ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ) ପକ୍ଷରୁ ସ୍ୱତନ୍ତ୍ର ଡ୍ରୋନ୍-ନିରୋଧି ପ୍ରଣାଳୀକୁ ବ୍ୟବହାର କରାଯିବ | ଅର୍ଥାତ ରୋଡ଼ ସୋ ବେଳେ ଯଦି କୌଣସି ଅଜ୍ଞାତ ଡ୍ରୋନ୍ ଉଡ଼ନ୍ତି, ଏହି ଡ୍ରୋନ୍-ନିରୋଧି ଏହାକୁ ଟାର୍ଗେଟ କରି ଧ୍ବଂସ କରିଦେବ |

Read more

କାଲିଠୁ ଓଡ଼ିଶାରେ ସର୍ବପ୍ରଥମ ‘ଖେଲୋ ଇଣ୍ଡିଆ’ କ୍ରୀଡ଼ା, କଟକ ଇନ୍‌ଡୋର ଷ୍ଟାଡିଅମରେ ହେବ ଉଦ୍‌ଘାଟନୀ ସମାରୋହ, ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି, କଟକ ଓ ଭୁବନେଶ୍ବରରେ ମାର୍ଚ ୧ ଯାଏ ଚାଲିବ ପ୍ରତିଯୋଗିତା

Read more

୨୩ରୁ ରାଜ୍ୟରେ ୪ ଦିନ ଯାଏ ମଧ୍ୟମ ଧରଣର ବର୍ଷା ସମ୍ଭାବନା: ୨୩ରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ସମ୍ଭାବନା, ୨୪ରେ ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୨୫ରେ ୭ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା

Read more

କଟକ ଡ୍ରିମ୍‌ସ ଗ୍ରାଉଣ୍ଡରେ ଓଡ଼ିଶା-ବେଙ୍ଗଲ ରଣଜୀ କ୍ବାର୍ଟର ଫାଇନାଲ: ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୧୫୧/୪ । ପ୍ରଥମ ଇନିଂସରେ ବେଙ୍ଗଲ କରିଛି ୩୩୨ ରନ୍‌ ଦେବାଶିଷ ସାମନ୍ତରାୟ ୬୮ ଓ ଶାନ୍ତନୁ ମିଶ୍ର ୬୨ ରନ୍‌ । ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତିଙ୍କୁ ସର୍ବାଧିକ ୪ଟି ୱିକେଟ୍‌

Read more

ମହାଶିବରାତ୍ରୀ ଉପଲକ୍ଷେ ବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀମାନେ ପୁରୀ ବେଳାଭୂମିରେ ତିଆରି କରିଛନ୍ତି ୧୧ଟି ଶିବଙ୍କ ବାଲୁକା କଳା। ଯାହାକି ଦର୍ଶକଙ୍କୁ ଆକର୍ଷିତ କରୁଛି।

Read more

ମହାଶିବରାତ୍ରୀ ଅବସରରେ ବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ତିଆରି କରିଛନ୍ତି ଦେବ ଦେବ ମହାଦେବଙ୍କର ବାଲୁକା କଳା। ଏଥିସହିତ ସେ ଏହି ଅବସରରେ ଭଗବାନ ଶିବ ଆମ ସମସ୍ତଙ୍କୁ ଶାନ୍ତି ,ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Read more

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାମ ମନ୍ଦିର ଟ୍ରଷ୍ଟର ଆଗାମୀ ବୈଠକ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୩ ଅଥବା ୪ରେ ଏହି ବୈଠକ ଅନୁଷ୍ଠିତ ହେବ ।

Read more

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ମେଲାନିଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ପରିଚାଳିତ ସରକାରୀ ସ୍କୁଲ୍‌କୁ ବୁଲିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Read more