କଳ୍ପନା ଦାସ ଓ ଝିଅ ବବଲି ହତ୍ଯା ମାମଲା । ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଅନୁପ ସାଏଙ୍କ ପତ୍ନୀ । କହିଲେ ମୁଁ କଳ୍ପନା ଦାସଙ୍କୁ ଜାଣିନି । ଯେଉଁଦିନ ମୋ ସ୍ଵାମୀଙ୍କୁ ଗିରଫ କରାଗଲା, ସେଦିନ ନାଁ ଶୁଣିଲି । ଘରେ କେବେ କଳ୍ପନାଙ୍କ ନାଁ ନେଇ ଚର୍ଚ୍ଚା ହୋଇନି । ସିବିଆଇ ତଦନ୍ତ ହେଉ

କାହାକୁ କିଛି ନଜଣାଇ ମାେ ସ୍ଵାମୀଙ୍କୁ ଗିରଫ କରାଯାଇଛି । ମୋ ପୁଅକୁ ମଧ୍ୟ ନୋଟିସ ଦିଆଯାଇଛି । ପୁଲିସର ତଦନ୍ତ ପ୍ରକ୍ରିୟାରେ ମୁଁ ଖୁସି ନୁହେଁ

Read more

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ୨ଟି ଦନ୍ତା ହାତୀ ମାତିଛନ୍ତି। ଆଜି ସନ୍ଧ୍ୟାରେ ରାଜଦେଇ ଗାଁର କାଳିଆ ବେହେରାଙ୍କୁ ଆକ୍ରମଣ କରି ଜୀବନ ନେଇଛି ଗୋଟିଏ ଦନ୍ତା ହାତୀ। ଏଥି ସହ ଦନ୍ତାହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଆହୁରି ୫ ଜଣଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

Read more

ଅହମ୍ମଦାବାଦରେ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବେ ଟ୍ରମ୍ପ, ବ୍ରୋକଲୀ ସିଙ୍ଗଡ଼ା ସହ ରହିବ ଅନେକ ଗୁଜୁରାଟୀ ଖାଦ୍ୟ

ଅହମ୍ମଦାବାଦ୍: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ। ଦୁହିଁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା

Read more

ପିପିଲି ନରହନ୍ତା ହାତୀକୁ କାବୁ କରିବାକୁ ଜୋରଦାର ପ୍ରୟାସ। ହାତୀ ଘଉଡାଇବାକୁ ବନ ବିଭାଗର କର୍ମଚାରୀ ନିୟୋଜିତ । ପ୍ରାୟ ୧୭ ଗାଁକୁ ସିଲ୍ କଲା ବନ ବିଭାଗ । କେହି ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଜାରି ।ଡେଲାଙ୍ଗ, ଖୋର୍ଦ୍ଧା, ଟାଙ୍ଗୀ, ବାଲିପାଟଣା,ଗୋପ ବନ ବିଭାଗ ଟିମ ପ୍ରସ୍ତୁତ ।

Read more

ବଲିଉଡ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ମୁମ୍ବାଇ: ପରଦାକୁ ଆସିଛି ବହୁପ୍ରତୀକ୍ଷିତ ସିନେମା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ । ୨୦୧୭ରେ ରିଲିଜ ‘ଶୁଭମଙ୍ଗଲ ସାବଧାନ’ର ସିକ୍ୱେଲ ଭାବେ ନିର୍ମାଣ ହୋଇଛି ଏହି ସିନେମା

Read more

୪ ଜଣଙ୍କ ମୃତ୍ୟୁ ପରେ ପିପିଲିରେ ହାତୀ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ ବଢ଼ିବା ପରେ ବନ ବିଭାଗ ଓ ପୁଲିସ ହାତୀ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି। ଡିଏଫଓ

Read more

ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ସୋମବାର ଠାରୁ ସ୍ୱାଭାବିକ ହେବ ସମସ୍ତ କୋର୍ଟ କାର୍ଯ୍ୟ

ସମ୍ବଲପୁର: ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ କୋହଳ କରା ଯାଇଥିବା

Read more

ତିହାର ଜେଲ୍‌ ପ୍ରକୋଷ୍ଠରେ ଷ୍ଟାପ୍‌ଲର୍‌ ପିନ୍‌ ଗିଳି ପକାଇଲା ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ: ଗୁରୁବାର ଦିନ ତିହାର ଜେଲ୍‌ ପ୍ରକୋଷ୍ଠରେ ଅନ୍ୟତମ ନିର୍ଭୟା ଦୋଷୀ ବିନୟ ଶର୍ମା ଷ୍ଟାପ୍‌ଲର୍‌ ପିନ୍‌ ଗିଳିବାକୁ ଉଦ୍ୟମ କରିଥିଲା। ଏହା ପରେ ଜେଲ୍‌ କର୍ମଚାରୀମାନେ

Read more

ଗଞ୍ଜାମରେ ପାଳଗଦାରେ ନିଆଁ ଲାଗିବା ଘଟଣା: ଆଉ ଜଣେ ଶିଶୁ ଏସ୍‌ସିବିରେ ମୃତ, ମୃତକ ସଂଖ୍ୟା ୪

କଟକ/ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଖରିଛଟା ଗାଁରେ ପାଳଗଦାରେ ନିଆଁ ଲାଗିବା ଘଟଣାରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରୁ ସ୍ଥାନାନ୍ତରିତ

Read more

ଆସନ୍ତା ୨୮ରେ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ CAA ସପକ୍ଷ ରାଲି; ଯୋଗଦେବେ ବୁଥ୍ ସ୍ତରର କର୍ମକର୍ତ୍ତା, ୨୯ ତାରିଖରେ ଶ୍ରୀଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ, ସୂଚନା ଦେଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

Read more