କଳାହାଣ୍ଡି ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପ୍‌କାଙ୍କ ପରଲୋକ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ଆସନର ପୂର୍ବତନ ବିଜେଡି ବିଧାୟକ ବୀର ସିପକାଙ୍କ ଆଜି ୬୪ ବର୍ଷ ବୟସରେ ତାଙ୍କ ଗୋଲାମୁଣ୍ଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।

Read more

ପ୍ରେମିକ ସହ ଫେରାର ହୋଇଥିଲା ବୋହୁ ; ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗରେ ସ୍ବାମୀକୁ ଜେଲ ଦଣ୍ଡ, ହେଲେ ଏବେ ଫେରିଲେ ବୋହୁ ୨ ପିଲା ସହ

ଗତ ୨୦୧୩ ମସିହା ମେ ୧୪ ତାରିଖରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ସମାଗୋଳ ଗାଁର ପ୍ରହଲ୍ଲାଦ ମହାରଣାଙ୍କ ଝିଅ ମିଲ୍ଲୀ ଓରଫ ଇତିଶ୍ରୀ ମହାରଣାଙ୍କୁ ଅଧିକ

Read more

ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ଲୋକସଭାରେ ୨ ମହିଳା ସାଂସଦ ଆକ୍ରମଣ କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ସଂସଦରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା

Read more

ଝାଡ଼ଖଣ୍ଡର ଦୁମ୍‌କାରେ ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ୩ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ, ମିଠୁ ରାୟ, ପଙ୍କଜ ମୋହାଲି ଓ ଅଶୋକ ରାୟଙ୍କୁ ଫାଶୀଦଣ୍ଡ, ୯୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ବି ନିର୍ଦେଶ

Read more

ଭାରତରେ ଆଉ ୬ କୋରୋନା ଆକ୍ରାନ୍ତ ଚିହ୍ନଟ, ଆଗ୍ରାର ୬ ଜଣଙ୍କ ନିକଟରେ କୋରୋନା ଭୂତାଣୁ ପଜିଟିଭ, ଏବେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି, ଏମାନେ ଦିଲ୍ଲୀର କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ

Read more

ନବରଙ୍ଗପୁର ରାଇଘରର ଚଡ଼ିଆପାରା ଗାଁରେ ଏକ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତକ ଚଡ଼ିଆପାରା ଗାଁର ଅମଲ ସିଂ ଓ ରାମବାଈ ଗଣ୍ଡ, ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଉଭୟଙ୍କ ଆତ୍ମହତ୍ୟା ସନ୍ଦେହ

Read more