ମାର୍ଚ ୫ରେ ହେବାକୁ ଥିବା ସାଟେଲାଇଟ୍‌ ଉତ୍‌କ୍ଷେପଣ ସ୍ଥଗିତ, ସାଟେଲାଇଟ୍ GISAT-1କୁ କକ୍ଷପଥରେ ଛାଡ଼ିଥାନ୍ତା ଯାନ GSLV-F10, ବୈଷୟିକ ତ୍ରୁଟି ଯୋଗୁଁ ଉତ୍‌କ୍ଷେପଣ ସ୍ଥଗିତ ରଖାଗଲା, GSLV-F10ର ଉଚ୍ଚତା ୧୬ ମହଲା କୋଠା ଭଳି, ଓଜନ ୪୨୦୩ କ୍ବିଣ୍ଟାଲ

Read more

ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ମାମଲା, ୪ ଦୋଷୀଙ୍କ ଫାଶୀ ପାଇଁ ନୂଆ ମୃତ୍ୟୁ ପରୱାନା ଜାରି ପାଇଁ ଆବେଦନ, କୋର୍ଟରେ ଆବେଦନ କଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ, ପବନର ରାଜକ୍ଷମା ଆବେଦନ ଖାରଜ ହେବା ପରେ ସରିଛି ସବୁ ବିକଳ୍ପ, ଆସନ୍ତାକାଲି ଅପରାହ୍‌ଣ ୨ଟାରେ ହେବ ଆବେଦନର ଶୁଣାଣି

Read more

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ କୋରୋନା ସନ୍ଦିଗ୍ଧ ଭର୍ତ୍ତି, ହରିଚନ୍ଦନପୁର ଅଞ୍ଚଳର ଏହି ରୋଗୀ ଆଣ୍ଡାମାନରୁ ଫେରିଥିବା ସୂଚନା, କୋରୋନା ସନ୍ଦେହରେ ବୁର୍ଲା ବଡ଼ ଡାକ୍ତରଖାନାରେ ଆଉ ଜଣେ ଭର୍ତ୍ତି, ସୁବର୍ଣ୍ଣପୁର ଜୁଲୁଣ୍ଡା ପଞ୍ଚାୟତର ଏହି ରୋଗୀ ଦୁବାଇରୁ ଫେରିଥିଲେ

Read more

ଓଡ଼ିଶାରେ ଖାଲି ପଡ଼ିଛି ସର୍ବାଧିକ ୭୫ଟି IPS ପଦବୀ, ରାଜ୍ୟସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସୂଚନା, ଦେଶରେ ମୋଟ ୯୫୮ଟି IPS ପଦବୀ ଖାଲି ପଡ଼ିଛି, ପଶ୍ଚିମବଙ୍ଗରେ ୭୫, ୟୁପିରେ ୭୨, J&Kରେ ୬୯ ପଦବୀ ଖାଲି, ଅବସର, ଇସ୍ତଫା, ମୃତ୍ୟୁ ଓ ବହିଷ୍କାର ଯୋଗୁଁ ସୃଷ୍ଟି ହୋଇଛି ଶୂନ୍ୟସ୍ଥାନ

Read more

‘ମୋ ସରକାର’ରେ ସାମିଲ ହେଲା ଆଉ ୫ଟି ବିଭାଗ, ଲୋକସେବା ଭବନରେ ସାମିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ବିଭାଗ- ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଓ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ

Read more

ସୁନୀଲ ଯୋଶୀ ହେଲେ BCCI ସିନିଅର ପୁରୁଷ ଦଳ ଚୟନ କମିଟି ଅଧ୍ୟକ୍ଷ, ୫ ଜଣିଆ କମିଟିରେ ସାମିଲ ହେଲେ ନୂଆ ସଦସ୍ୟ ହରବିନ୍ଦର ସିଂହ । MSK ପ୍ରସାଦ ଓ ଗଗନ ଖୋଡାଙ୍କ ସ୍ଥାନ ନେଲେ ସୁନୀଲ ଓ ହରବିନ୍ଦର । ଦେବାଙ୍ଗ ଗାନ୍ଧି, ଶରଣଦୀପ ସିଂହ ଓ ଯତୀନ ପେରାଞ୍ଜପେ କମିଟିରେ ଅଛନ୍ତି

Read more

କରୋନା ଭାଇରସ କଣ? କେମିତି ବ୍ୟାପେ? ନିଜକୁ ଓ ନିଜ ପିଲାମାନଙ୍କୁ କେମିତି ରକ୍ଷା କରିବେ ଜାଣନ୍ତୁ

ମୁମ୍ବାଇ: ନୋଭେଲ୍‌ କରୋନା ଭାଇରସ (CoV) ହେଉଛି କରୋନା ଭଆଇରସର ଏକ ନୂଆ ଧାରା । ଏହି ଭାଇରସର ପ୍ରଭାବରେ ଏ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ଦେଶରେ ୩,୦୦୦ରୁ

Read more

ମଧୁସୂଦନ ଆଇନ ମହାବିଦ୍ୟାଳୟ ହେବ ବିଶ୍ବବିଦ୍ୟାଳୟ, ଜୁନ୍‌ ୧ରୁ କଲେଜ ମିଳିବ ବିଶ୍ବବିଦ୍ୟାଳୟ ମାନ୍ୟତା, ରାଜ୍ୟର ସମସ୍ତ ଆଇନ କଲେଜ ମଧୁସୂଦନ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

Read more