ୟେସ୍‌ ବ୍ୟାଙ୍କର କୌଣସି ଗ୍ରାହକ ଆସନ୍ତା‌ ୩୦ ଦିନ ଭିତରେ ₹୫୦,୦୦୦ରୁ ଅଧିକ ଉଠାଇପାରିବେ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟର ବିଜ୍ଞପ୍ତି ଜାରି

ନୂଆ ଦିଲ୍ଲୀ: ଘରୋଇ ବ୍ୟାଙ୍କ୍‌ ୟେସ୍‌ ବ୍ୟାଙ୍କ ଏବେ ଘୋର ସଙ୍କଟରେ ପଡ଼ିଥିବା ଜଣା ପଡ଼ିଛି । ବ୍ୟାଙ୍କର ସ୍ଥିତି ବହୁତ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ

Read more

କୁକୁଡ଼ା ଅଣ୍ଡା ଓ ମାଂସରୁ କୋରୋନା ବ୍ୟାପିବା ଗୁଜବ ପ୍ରସଙ୍ଗ: ସବୁ ରାଜ୍ୟକୁ କେନ୍ଦ୍ର ମତ୍ସ୍ୟ ପଶୁ ସମ୍ପଦ ବିଭାଗର ଚିଠି । ଗୁଜବ ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରିବାକୁ କେନ୍ଦ୍ରର ପରାମର୍ଶ, କୁକୁଡ଼ା ଅଣ୍ଡା ଓ ମାଂସରୁ କୋରୋନା ବ୍ୟାପେ ନାହିଁ

Read more

କୋରୋନା ସ୍ଥିତି ସମୀକ୍ଷା ପରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା- ମାସ୍କ ଓ ସାନିଟାଇଜର କଳାବଜାରୀ ହେଉଥିବା ଖବର ଆସିଛି, ଜଣେ ସୁସ୍ଥ ଲୋକ ପାଇଁ ମାସ୍କର କୌଣସି ଆବଶ୍ୟକତା ନାହିଁ । କାଶ, ଛିଙ୍କ ହେଉଥିବା ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ଦିଆଯିବ ମାସ୍କ: ସ୍ବାସ୍ଥ୍ୟ ସଚିବ

Read more

ଆସନ୍ତାକାଲି କଟକରେ ହେବ କଳାଧନ ସମ୍ପର୍କିତ SIT ବୈଠକ । SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପସାୟତଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । CBI, ଆୟକର, କଷ୍ଟମ, କ୍ରାଇମବ୍ରାଞ୍ଚ ଅଧିକାରୀ ଯୋଗଦେବେ । ଭିଜିଲାନ୍ସ ଓ ଖଣି ବିଭାଗର 2୦ରୁ ଉର୍ଦ୍ଧ୍ବ ଅଧିକାରୀ ଯୋଗଦେବେ

Read more

ବିଜୁ ପଟ୍ଟନାୟକଙ୍କ ସାହସକିତାର କାହାଣୀ ଉପରେ ଆଧାରିତ ପୁସ୍ତକ ‘ଆଡଭେଞ୍ଚର୍ସ ଅଫ୍ ଦ ଡେୟାର ଡେଭିଲ୍ ଡେମୋକ୍ରାଟ୍’ର ଲୋକାର୍ପଣ

ଭୁବନେଶ୍ବର: ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଇଁ ଦଳଗତ ନିର୍ବିଶେଷରେ ଗୋଟିଏ ସ୍ଥାନରେ ଏକାଠି ହୋଇଥିଲେ ରାଜ୍ୟର ରାଜନେତାମାନେ । କେବଳ ବିଜୁଙ୍କ

Read more

ଏଣିକି ମା’ ହେବାକୁ ଯାଉଥିବା ବା ନୂଆ କରି ମା’ ହୋଇଥିବା ମହିଳା ପୋଲିସ କର୍ମଚ଼ାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ମିଳିବ ବିଶେଷ ସୁବିଧା

କଟକ: ବିଶ୍ୱ ମହିଳା ଦିବସର ଦିନକ ପୂର୍ବରୁ ଓଡ଼ିଶା ପୋଲିସର ମହିଳା ପୋଲିସ କର୍ମଚ଼ାରୀମାନଙ୍କ ପାଇଁ କେତେକ ଖୁସିର ଖବର ଆସିଛି । ଏଣିକି ମା’ ହେବାକୁ ଯାଉଥିବା

Read more

ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO ଗଣେଶ୍ବର କହଁର: ୧ କୋଟି ୫୦ ଲକ୍ଷ ୬୪ ହଜାର ଟଙ୍କାର ସମ୍ପତ୍ତି ଠାବ । ୨ଟି ଫ୍ଲାଟ ଓ ଗୋଟିଏ ପ୍ଲଟ ମଧ୍ୟ ଠାବ । ୧୪ ଲକ୍ଷ ୧୯ ହଜାର ଟଙ୍କା ବ୍ୟାଙ୍କ ଜମା ଠାବ ହୋଇଛି । ୭ ଲକ୍ଷ ୭୬ ହଜାର ନଗଦ ଓ ସାମଗ୍ରୀ ଜବତ, ଅଫିସ ଓ ଘର ମିଶାଇ ୬ଟି ସ୍ଥାନରେ ହୋଇଥିଲା ଚଢ଼ାଉ

Read more