ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ଜମା ପ୍ରସଙ୍ଗ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ । ନୂଆଦିଲ୍ଲୀରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଭେଟିଲେ ବିଜେଡି ସାଂସଦ । ଜଗନ୍ନାଥଙ୍କ ଟଙ୍କା ଫେରାଇବା ଲାଗି ନିର୍ମଳାଙ୍କ ହସ୍ତକ୍ଷେପ ଦାବି

Read more

ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟସଭା ପ୍ରାର୍ଥୀ ଭାବେ ସିନ୍ଧିଆଙ୍କ ନାଁ ଘୋଷଣା କଲା ବିଜେପି, ଗତକାଲି କଂଗ୍ରେସ ଛାଡ଼ି ଆଜି ବିଜେପିରେ ଯୋଗଦେଇଛନ୍ତି ସିନ୍ଧିଆ, ହର୍ଷ ସିଂହ ଚୌହ୍ବାନ ବି ହେଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ

Read more

ଏଣିକି ଛୋଟ ଷ୍ଟେସନରେ ଟିକେଟ ବିକିବେନି ସହାୟକ ଷ୍ଟେସନ ମାଷ୍ଟର, ପୂର୍ବତଟ ରେଳବାଇ ଦ୍ବାରା ନିୟୋଜିତ ହେବେ ଟିକେଟ ବୁକିଂ ଏଜେଣ୍ଟ, ଏଜେଣ୍ଟ ନିଯୁକ୍ତିରେ ସ୍ଥାନୀୟ ଯୁବକଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି, ଟ୍ରେନ ଚଳାଚଳ ଓ ଯାତ୍ରୀ ସୁରକ୍ଷାରେ ଧ୍ୟାନଦେବେ ASM

Read more

ବାହା ବେଦିରୁ ବରକୁ ଉଠାଇନେଲା ଖୋର୍ଦ୍ଧା ଧଳାପଥର ଫାଣ୍ଡି ପୋଲିସ, ତୃତୀୟ ବିବାହ ବେଳେ ଶିବପ୍ରସାଦ ମଙ୍ଗରାଜଙ୍କ, ଏନେଇ ଥାନାରେ ଅଭିଯୋଗ କରିଥିଲେ ଶିବପ୍ରସାଦଙ୍କ ଦ୍ବିତୀୟ ପତ୍ନୀ

ବୋଲଗଡ଼: ବିବାହ କରିବାକୁ ଆସି ହଟହଟା ହେଲେ ବର | ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇନେଲା ପୁଲିସ | ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା

Read more

ମିନିମମ୍‌ ବାଲାନ୍ସ ରଖିବା ନିୟମକୁ ହଟାଇଲା ଷ୍ଟେଟ୍‌ ବ୍ୟାଙ୍କ : ସଞ୍ଚୟ ଖାତାରେ ସୁଧ ହାରକୁ ୩ ପ୍ରତିଶତକୁ ହ୍ରାସ

ମୁମ୍ବାଇ: ଦେଶର ସର୍ବବୃହତ ଋଣଦାତା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (SBI) ଆଜି ଠାରୁ ମିନିମମ୍‌ ବ୍ୟାଲାନ୍ସ ଆବଶ୍ୟକତାକୁ ହଟାଇଦେଇଛି ଓ ସଞ୍ଚୟ ଖାତାରେ (ସେଭିଂ ବ୍ୟାଙ୍କ ଆକାଉଣ୍ଟ)

Read more

ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, AIMS ହସ୍ପିଟାଲର ବିଭିନ୍ନ ଉପକରଣ ପାଇଁ ଆର୍ଥିକ ସହାୟତା ଦେବାକୁ ଅନୁରୋଧ, ସଂସଦୀୟ କ୍ଷେତ୍ରରେ ହେଲ୍‌ଥ କ୍ୟାମ୍ପ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା, ପ୍ରସ୍ତାବ ଉପରେ ସକାରାତ୍ମକ ମନୋଭାବ ପୋଷଣ କଲେ ସ୍ବାସ୍ଥ୍ୟମନ୍ତ୍ରୀ

Read more

ପାକିସ୍ତାନ ବାୟୁସେନାର ଏଫ୍-୧୬ ବିମାନ ଦୁର୍ଘଟଣାଗ୍ରସ୍ତ; ଉଇଙ୍ଗ କମାଣ୍ଡର ମୃତ

ଇସଲାମାବାଦ୍: ପାକିସ୍ତାନ ବାୟୁସେନାର ଏକ ଏଫ୍-୧୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ମାର୍ଚ୍ଚ ୨୩ରେ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଥିବା ବେଳେ ଏ ନେଇ

Read more

ବିଜେପିରେ ଯୋଗ ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କଂଗ୍ରେସର ପୂର୍ବତନ ଛାମୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ

Read more

ଚନ୍ଦକା ଜଙ୍ଗଲରେ ନରହନ୍ତା ହାତୀ ନରସିଂହାର ମୃତ୍ୟୁ ପ୍ରସଙ୍ଗ: ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟଙ୍କ ସଫେଇ, ନରସିଂହା ଠିକ୍‌ ଭାବେ ଖାଉଥିଲା, ପିଉଥିଲା; ହଠାତ୍‌ ମରିଗଲା, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ,ହାତୀ ମୃତ୍ୟୁ ପାଇଁ ବନ ବିଭାଗର ଅବହେଳାକୁ ଦାୟୀ କରିହେବ ନାହିଁ

Read more