ନିର୍ଭୟା ମାମଲାରେ ତିନି ଦୋଷୀ ଅନ୍ତର୍ଜାତୀୟ କୋର୍ଟରେ ଆବେଦନ କଲେ : ଫାଶୀ ପୁଣି ଘୁଞ୍ଚି ପାରେ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚ଼ାରି ଜଣ ଦୋଷୀଙ୍କ ମଧ୍ୟରୁ ତିନି ଜଣ – ଅକ୍ଷୟ ସିଂ, ପୱନ ଗୁପ୍ତା ଏବଂ ବିନୟ ଶର୍ମା –

Read more

ଦଶମ, ଦ୍ବାଦଶ ପରୀକ୍ଷାକୁ ଛାଡି ଅନ୍ୟ ପରୀକ୍ଷା ବାତିଲ; ବାଣୀ ବିହାର ହଷ୍ଟେଲ ଖାଲି ହେବ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ସରକାର ଦଶମ ଶ୍ରେଣୀ ପରୀକ୍ଷାକୁ ଛାଡ଼ି ପ୍ରଥମ ଶେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ

Read more

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ରାଜ୍ୟପାଳଙ୍କ ଚିଠି, କାଲି ସୁଦ୍ଧା ବିଧାନସଭାରେ ଆସ୍ଥା ପରୀକ୍ଷା ଦେବାକୁ ନିର୍ଦେଶ, ନଚେତ ସରକାରର ସଂଖ୍ୟା ଗରିଷ୍ଠତା ନଥିବା ଧରି ନିଆଯିବ, ରାଜ୍ୟପାଳଙ୍କ ଚିଠିକୁ ମଧ୍ୟପ୍ରଦେଶର ମନ୍ତ୍ରୀ ପି.ସି. ଶର୍ମାଙ୍କ ସମାଲୋଚନା

Read more

ସୁପ୍ରିମ୍‌ କୋର୍ଟରେ ମଧ୍ୟ ପ୍ରଦେଶର ସଂଖ୍ୟା ଗରିଷ୍ଠତା ପ୍ରମାଣ ମାମଲା: ବିଜେପିର ଆବେଦନ ଉପରେ ସୁପ୍ରିମ୍‌ କୋର୍ଟରେ କାଲି ହେବ ଶୁଣାଣି, ବିଧାନସଭାରେ ତୁରନ୍ତ ଶକ୍ତି ପରୀକ୍ଷା କରାଇବାକୁ ହୋଇଛି ଆବେଦନ, ୨ ଜଣିଆ ଖଣ୍ଡପୀଠରେ ହେବ ଆବେଦନର ଶୁଣାଣି

Read more

କନ୍ଧମାଳ ଫୁଲବାଣୀ ଡାକ୍ତରଖାନାରୁ କୋରୋନା ସନ୍ଦିଗ୍ଧ ଫେରାର, କେରଳରୁ ଫେରିବା ପରେ ଥଣ୍ଡା ଓ କାଶରେ ପୀଡ଼ିତ ଥିଲେ, ସନ୍ଦିଗ୍ଧ ଜଣକ ବାଲିଗୁଡ଼ା ବ୍ଲକର ହୋଇଥିବା ସୂଚନା, ସନ୍ଦିଗ୍ଧଙ୍କୁ ଡାକ୍ତରଖାନା ଫେରାଇ ଆଣିବାକୁ ଉଦ୍ୟମ ଜାରି

Read more

ନବରଙ୍ଗପୁର ଡାବୁଗାଁ ଥାନା ଚିକିଲି ଗାଁରେ ଝାଡ଼ାବାନ୍ତିରେ ଜଣେ ମୃତ; ବିବାହ ଭୋଜିର ବାସି ଖାଦ୍ୟ ଖାଇ ବୁଦାଇ ହରିଜନଙ୍କ ମୃତ୍ୟୁ, ଅନ୍ୟ ୨୦ ଅସୁସ୍ଥଙ୍କ ମଧ୍ୟରୁ ୧୦ ଜଣ ଡାବୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ

Read more

କରୋନା ସତର୍କ: ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ସିନେମା ହଲ, ମେଳା ବନ୍ଦ ନିର୍ଦ୍ଦେଶ; କେନ୍ଦ୍ରାପଡ଼ାରେ କୋଚିଂ ସେଣ୍ଟର, ସପିଂ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ; ଢେଙ୍କାନାଳ ଜିଲ୍ଲାରେ ଜାରି ହେଲା ୧୪୪ ଧାରା, କପିଳାସ ଓ ବଳଦେବଜିଉ ମନ୍ଦିର ଦର୍ଶନ ଉପରେ କଟକଣା

Read more