ଆମେରିକାରୁ ଫେରି ଗଜପତି ମହାରାଜା ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲ୍‌ରେ କଲେ ନିଜର ପଞ୍ଜୀକରଣ

ଭୁବନେଶ୍ୱର: ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଲାଗି ଉଦ୍ଦିଷ୍ଟ  ୱେବସାଇଟ୍‌ରେ ନିଜକୁ ଓ ପରିବାରକୁ ପଞ୍ଜୀକୃତ କରିଛନ୍ତି।

Read more

ଭାରତରେ corona virus ଆକ୍ରାନ୍ତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି: ଆନ୍ଧ୍ରପ୍ରଦେଶ- ୧, ଦିଲ୍ଲୀ- ୮, ହରିଆଣା- ୧୫ ଆକ୍ରାନ୍ତ । କର୍ଣ୍ଣାଟକ- ୧୧, କେରଳ- ୨୬, ମହାରାଷ୍ଟ୍ର- ୩୯, ଓଡ଼ିଶା- ୧, ପଞ୍ଜାବ- ୧, ରାଜସ୍ଥାନ- ୪ ଆକ୍ରାନ୍ତ, ତାମିଲନାଡୁ- ୧, ତେଲଙ୍ଗାନା- ୫, ଜାମ୍ମୁ ଓ କାଶ୍ମୀର- ୩, ଲଦାଖ- ୬, ଉତ୍ତର ପ୍ରଦେଶ- ୧୪, ଉତ୍ତରାଖଣ୍ଡ- ୧

Read more

କରୋନା ସତର୍କତା : ରେଲ୍‌ୱେ ଷ୍ଟେସନର ୧୦ ଟଙ୍କାର ପ୍ଲାଟଫର୍ମ ଟିକେଟ ଦାମ ହେଲା ୫୦ ଟଙ୍କା, ୨୫୦ ଷ୍ଟେସନରେ ଲାଗୁ

ମୁମ୍ବାଇ: ବିଶ୍ୱ ମହାମାରୀ କରୋନା ଭାଇରସର ବିସ୍ତାର କମୁ ନ ଥିବା ବେଳେ ରେଳ ଷ୍ଟେସନଗୁଡ଼ିକରେ ଭିଡ଼କୁ ହ୍ରାସ କରି ଏହି ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ

Read more

କରୋନା ଭୟ ମଧ୍ୟରେ କାଲି ଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ ଖାତା ଦେଖା, ସତର୍କତା ପାଇଁ ପରାମର୍ଶ

କଟକ: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାର ଖାତା ଦେଖା କାର୍ଯ୍ୟ । ଖାତା ଦେଖା ପାଇଁ ନିର୍ଦ୍ଧାରିତ ୬୧ଟି କେନ୍ଦ୍ରର ୭୮୮ଟି ୟୁନିଟରେ

Read more

ବହୁ ଟ୍ରେନ୍‌ରେ ଟିକେଟ୍‌ ବାତିଲ ଯୋଗୁଁ କମିଛି ଯାତ୍ରୀଙ୍କ ସଂଖ୍ୟା: ପୂର୍ବତଟ ରେଳପଥରେ ଗତ ୬ ଦିନରେ ଲକ୍ଷେରୁ ଊର୍ଦ୍ଧ୍ବ ଟିକେଟ୍‌ ବାତିଲ । ଗତବର୍ଷ ବାତିଲ ଟିକେଟ୍‌ ସଂଖ୍ୟାଠାରୁ ଏହା ୬୭% ଅଧିକ । ଏହି ଦୃଷ୍ଟିରୁ ୧୦ଟି ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ କରାଯାଇଛି । ଯଦି ଆବଶ୍ୟକ ପଡ଼େ ତେବେ ଅଧିକ ଟ୍ରେନ୍‌ ବାତିଲ କରାଯିବ

Read more