୨ରୁ ଅଧିକ ସନ୍ତାନ ଥିବାରୁ କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟପଦ ରଦ୍ଦ କଲେ ହାଇକୋର୍ଟ । ୨ରୁ ଅଧିକ ସନ୍ତାନ ଥିବା ଦର୍ଶାଇ ପଦ ରଦ୍ଦ କରିବାକୁ ଆବେଦନ କରିଥିଲେ ତାଜୁଙ୍ଗିଆ ପଞ୍ଚାୟତ ସମିତି ସଭ୍ୟା

Read more

ୟେସ୍‌ ବ୍ୟାଙ୍କରୁ ହଟିଲା ଅର୍ଥ ଉଠାଣ କଟକଣା: କାଲିଠୁ ଗ୍ରାହକ ପାଇପାରିବେ ପୂର୍ଣ୍ଣାଙ୍ଗ ବ୍ୟାଙ୍କ ସେବା । ମାର୍ଚ ୫ରେ ଗ୍ରାହକଙ୍କ ଉପରେ କଟକଣା ଲଗାଇଥିଲା ରିଜର୍ଭ ବ୍ୟାଙ୍କ, ମାସକରେ ୫୦ ହଜାର ଟଙ୍କାରୁ ଅଧିକ ଅର୍ଥ ଉଠାଣ ଉପରେ ଥିଲା କଟକଣା, ଅନାଦେୟ ଋଣ ଯୋଗୁଁ ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲା

Read more

ରାଜ୍ୟର ବିଭିନ୍ନ ଜେଲ୍‌ ପାଇଁ ଲାଗୁ ହେଲା କୋରୋନା କଟକଣା: ଜେଲ୍‌କୁ ଯାଉଥିବା ନୂଆ କଏଦୀ ସପ୍ତାହେ ସଙ୍ଗରୋଧ ହୋଇ ରହିବେ । ସବୁ ଜେଲ୍‌ରେ ଏଥିପାଇଁ କରାଗଲା ସ୍ବତନ୍ତ୍ର ୱାର୍ଡ । ନୂଆ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ନିୟମିତ ଯାଞ୍ଚ କରିବେ ମେଡିକାଲ ଅଫିସର

Read more

କୋରୋନା ପଞ୍ଜୀକରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ସରକାରୀ ପୋର୍ଟାଲରେ ଭଉଣୀ ଗୀତାଙ୍କ ପଞ୍ଜିକରଣ କରି ନବୀନ ଏହା ଦ୍ବାରା ଉଦାହରଣ ସୃଷ୍ଟି କରିଥିବା କହିଲେ ମୋଦି । ଅନ୍ୟମାନେ ଏପରି କଲେ କୋରୋନାର ମୁକାବିଲା କରାଯାଇପାରିବ

Read more

ବଢ଼ିଲା ପୂର୍ବତଟ ରେଳବାଇର ୧୦ଟି ଷ୍ଟେସନରେ ପ୍ଲାଟ୍‌ଫର୍ମ ଟିକେଟ୍‌ ଦର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦୃଷ୍ଟିରୁ ଓଡ଼ିଶା ସମେତ ସାରାଦେଶରେ ସତର୍କତା ଜାରି କରାଯାଇଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ କମାଇବାକୁ ପଦକ୍ଷେପ ନିଆଯାଉଛି ।

Read more

କୋରୋନା ଦୃଷ୍ଟିରୁ ରାଜ୍ୟର ବ୍ୟାଙ୍କଗୁଡ଼ିକୁ ଅର୍ଥ ବିଭାଗର ପରାମର୍ଶ, ବ୍ୟାଙ୍କ ଶାଖା ଓ ATMରେ କୋରୋନା ସଚେତନତା ପୋଷ୍ଟର ଲଗାଯିବ, ATMରେ ସାନିଟାଇଜର ରଖି ସବୁ ଗ୍ରାହକଙ୍କୁ ବ୍ୟବହାର କରିବାକୁ କୁହାଯିବ, ATMରେ ଏକ ସମୟରେ ଜଣେରୁ ଅଧିକ ଗ୍ରାହକ ପଶିବେ ନାହିଁ

Read more

ଭଉଣୀ ଗୀତା ମେହେଟ୍ଟାଙ୍କୁ ପଞ୍ଜିକୃତ କଲେ ମୁଖ୍ୟମନ୍ତ୍ରୀ ନବୀନ : ଅଳ୍ପଦିନ ତଳେ ଆସିଥିଲେ ବିଦେଶରୁ

ସାରା ବିଶ୍ବରେ କରୋନାର ଭୟ ସୃଷ୍ଟି ହୋଇଛି। କରୋନା ଭାଇରସ୍ ନେଇ କରାଯାଇଥିବା ସରକାରୀ ପୋର୍ଟାଲରେ ଉଭଣୀ ଗୀତା ମେହଟ୍ଟାଙ୍କ ପାଇଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

Read more