‘ତୁ ମୋ ନୀଳ ନୟନା’ ର ଶୁଭ ମହୁରତ୍

ଭୁବନେଶ୍ବର : ୱିସିଂ ଷ୍ଟାର ପ୍ରଡକସନ୍ ର ଓଡିଆ ଫିଲ୍ମ ‘ତୁ ମୋ ନୀଳ ନୟନା’ ର ଶୁଭ ମହୁରତ୍ ଅନୁଷ୍ଠିତ ହୋଇଯାଇଛି। ପ୍ରଶାନ୍ତ ଲେଙ୍କା ଓ ସୁଧୀର ପୁଜାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଥିବା ଏହି ମେଗା ପ୍ରଡକସନର କାହାଣୀ ଲେଖିଛନ୍ତି ରଞ୍ଜିତ ପ୍ରଧାନ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>