ଜିଲ୍ଲା ସ୍ବାସ୍ଥ୍ୟ ମିଶନ ଏବଂ ସହାୟତା କେନ୍ଦ୍ର ସିଏଫଏଆର ଦ୍ବାରା ମିଳିତ ସହଯୋଗରେ ବିଶ୍ବ ମଧୁମେହ ଦିବସ ପାଳନ

ଭୁବନେଶ୍ୱର : ଆମ ଦେଶରେ ଏବଂ ଓଡିଶା ରେ ମଧୁ ମେହ ରୋଗ ବୃଦ୍ଧି ପାଉଛି କାରଣ ଦୈନନ୍ଦିନ ଜୀବନ ଶୈଳୀର ପରିବର୍ତନ ମଧୁମେହ ରୋଗର ଏକ ମୁଖ୍ୟ କାରଣ ଏହି କାର୍ଯ୍ୟ କ୍ରମ କୁ ବଜାୟ ରାଖୀ ବା ପାଇଁ ଚା 14 ନଭେମ୍ବର 2022 ରେ ହେଲ୍ସ ଡେସ୍କ 6,7,13 ଏବଂ 14 ପ୍ରୟାସ ସିଂଗଲ ୱିଣ୍ଡୋ ଅନ୍ତର୍ଗତ ନୀଳାଦ୍ରି ବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ କେନ୍ଦ୍ର ରେ ଜାତୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିଶ୍ବ ମଧୁମେହ ଦିବସ ପାଳନ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଏନଏଚଏମ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଅନ୍ୟ
ଡାକ୍ତରୀ ଦଳ ସହିତ ଜଣେ ମେଡିକାଲ ଅଫିସର ତଥା ଜଣ ସ୍ବାସ୍ଥ୍ୟ ପରିଚାଳକ ୫ ଜଣ ଆଶା ଏବଂ ଜଣେ ମହିଳାସ୍ବାସ୍ଥକର୍ମୀ (ANM),ଉପସ୍ଥିତ ଥିଲେ । ଏହି କର୍ଜ୍ୟକ୍ରମ କୁ ପାଳନ କରିବା ପୂର୍ବରୁ ହେକ୍ଟ ଡେସ୍କ ସଦଶ୍ୟ ମାନେ ମଧୁମେହରୋଗ ର ଲକ୍ଷଣଜାଣିବା ପାଈଁ ଏକ ପ୍ରଶ୍ନ ପାତ୍ର ସହିତ ପ୍ରତ୍ୟେକ ଘର କୁ ଯାଇ ପଚାରି ବୁଝିଥିଲେ ଏବଂ ସନ୍ଦେହ ରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିକଟସ୍ଥ ଏନ ସି ଡି ଶିବିରକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠେଇ ଥିଲେ। ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ 86 ଜଣଙ୍କ ମଧୁମେହ ପରୀକ୍ଷା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ


ସମୟରେ ଜଣେ ଡାକ୍ତର ମଧୁମେହ ଏବଂ ମଧୁ ମେହ ନଥିବା ରୋଗୀଙ୍କ ପାଇଁ ମଧୁମେହ ପରିଚାଳନା ଏବଂ ଜଟିଳତା ପାଇଁ ଶିକ୍ଷା ଦିଆଯାଇଥିଲା। ଯେଉଁ ମାନେ ମଧୁ ମେହ ରୋଗୀ ଏବଂ ଇନସୁଲିନ ଥେରାପି ନେଉଛନ୍ତି ସେମାନକୁ କିପରି ଇନସୁଲିନ ନେବା ଆବଶ୍ୟକ ସେ ବିଷୟରେ ସଚେତନ କରଯାଇଥିଲା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଗୁରୁତ୍ବ ଆରୋପ କରିଛନ୍ତି ଯେ ଯେଉଁ ମାନଙ୍କ ପରୀକ୍ଷା କରାଇଥିଲା ଏବଂ ରକ୍ତ ଚାପ ଏବଂ ରକ୍ତରେ ଶର୍କରା ସ୍ତର ଚିହ୍ନଟ ହୋଇ ନିୟମିତ ପରୀକ୍ଷା କରିନଥିଲେ ସେମାନଙ୍କୁ ଅଧ୍ବକ ପରୀକ୍ଷା କରିବା ପାଇଁ ଗୁରୁତ୍ବ ଆରୋପ କରାଇଥିଲା

Leave a Reply

Your email address will not be published. Required fields are marked *