ଭୁବନେଶ୍ବରରେ ଖୋଲିଲା “ଟୋନି ଆଣ୍ଡ ଗାଏ ଏସେନ୍‌ସୁଆଲ୍‌” ସେଲୁନ୍‌

ଭୁବନେଶ୍ବର : ସ୍ମାର୍ଟ ସିଟିର ଯୁବପିଢୀଙ୍କୁ ଆନ୍ତର୍ଜାତିକ ସ୍ତରର ସୌନ୍ଦର୍ଯ୍ୟ ଉପଚାର ଯୋଗାଇଦେବା ଲକ୍ଷ୍ୟରେ “ଟୋନି ଆଣ୍ଡ ଗାଏ ଏସେନ୍‌ସୁଆଲ୍‌” ସେଲୁନ୍‌ର ଶାଖା ଉଦ୍‌ଘାଟନ ହୋଇଯାଇଛି| ସହିଦ ନଗର ସ୍ଥିତ ବିଏମ୍‌ସି ଭବାନୀ ମଲ୍‌ ସମ୍ମୁଖରେ ଏହି ଆନ୍ତର୍ଜାତିକ ସ୍ତରର ସେଲୁନ୍‌ ଖୋଲିଛି| ଏହା ଏକ ଉନ୍ନତମାନର ସେଲୁନ୍‌ ହୋଇଥିବାରୁ ଯୁବପିଢୀମାନଙ୍କୁ ଉତ୍କୃଷ୍ଟ କେଶ ସେବା, ସ୍ପା, ପେଡିକେୟାର ଓ ସୌନ୍ଦର୍ଯ୍ୟ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି| ପଲ୍‌ସନ ଗ୍ରୁପ୍‌ର ନିର୍ଦ୍ଦେଶକ ସମ୍‌ ପଲ୍‌, ଓଲିଉଡ୍‌ ଅଭିନେତ୍ରୀ ଉପାସନା ଭଦ୍ର ଓ ଅଶ୍ବିନୀ ଭଦ୍ର ପ୍ରମୁଖ ଯୋଗ ଦେଇ ସେଲୁନ୍‌ର ଉଦ୍‌ଘାଟନ କରିଥିଲେ| ଏଠାରେ ଉପଲବ୍ଧ ସେବାଗୁଡିକ ୧୫୦ ଟଙ୍କାରୁ ଆରମ୍ଭ ବୋଲି ସେଲୁନ୍‌ ପକ୍ଷରୁ କୁହାଯାଇଛି|

tony & guy saloon

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>