ଗୁଏନାର ଏକ ଛାତ୍ରୀନିବାସରେ ଅଘଟଣ, ନିଆଁ ଲାଗି ୧୯ ଜଣ ଛାତ୍ରୀଙ୍କ ମୃତ୍ୟୁ | ଛାତ୍ରୀନିବାସରେ ନିଆଁ କିପରି ଲାଗିଲା ଅସ୍ପଷ୍ଟ, ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର | ମୃତ ଛାତ୍ରୀମାନେ ୧୧ରୁ ୧୭ ବର୍ଷର ବୋଲି ଜଣାପଡ଼ିଛି |

Leave a Reply

Your email address will not be published. Required fields are marked *